• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ରାତ୍ରି ୦୩.୨୬ ଗତେ ତୁଳା,ତିଥି – ୯ମୀ ରାତ୍ରି ୦୩.୦୫ ଗତେ ୧୦ମୀ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୩.୨୬ ପର୍ଯ୍ୟନ୍ତ,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ - କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୫.୧୩ ରୁ ୦୬.୫୨

ଦିବା ୦୯.୩୭ ରୁ ୧୨.୧୬

ରାତ୍ରି ୦୪.୪୬ ରୁ ୦୫.୩୨

ସନ୍ଧ୍ୟା ୦୬.୨୫ ରୁ ୦୭.୦୮

ରାତ୍ରି ୦୯.୦୭ ରୁ ୧୦.୦୧

ରାତ୍ରି ୧୨.୧୧ ରୁ ୦୨.୨୧

ଅଧିକ ପଢ଼ନ୍ତୁ: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୭ ରୁ ୦୪.୪୬

କାଳବେଳା – ଦିବା ୦୧.୨୮ ରୁ ୦୩.୦୭

ବାରବେଳା – ପ୍ରାତଃ ୦୬.୫୨ ରୁ ୦୮.୩୧

କାଳରାତ୍ରି – ରାତ୍ରି ୦୭.୪୬ ରୁ ୦୯.୦୭

OTV is now on Whatsapp

Join and get latest news update delivered to you via whatsapp

Join Now