ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !
କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା ।
ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ ।
କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକଙ୍କର ମୃତ୍ୟୁ ଅଭିଯୋଗ ହୋଇଛି।
ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି ।
ପୋଲର ମରାମତି କାର୍ଯ୍ୟ ପାଇଁ ଏବେ ଆନ୍ଦୋଳନ ଦାନା ବାନ୍ଧୁଛି। ତୁରନ୍ତ ମରାମତି କାର୍ଯ୍ୟ ସହିତ ନଷ୍ଟ ପୂର୍ବରୁ ନୂଆ ପୋଲ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି।
ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍ଟି ଜଳିଯାଇଥିଲା ।
ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ ।
ବେତ ଓ ବାଉଁଶରୁ ଫୁଲଦାନୀ, ଚପଲ ଷ୍ଟାଣ୍ଡ, ପରିବା ଷ୍ଟାଣ୍ଡ, ବାଉଁଶ ଦୋଳି, ଠାକୁର ଖଟୁଲି, ସେର, ପାଛିଆ ଆଦି ବିଭିନ୍ନ ସାମଗ୍ରୀ ତିଆରି ହୋଇଥାଏ।
ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।
ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି।
ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ଡେ ମ୍ୟାଚ୍। ଫେବ୍ରୁଆରୀ ୯ ତାରିଖ ରବିବାର ଦିନ ଖେଳାଯିବ ୱାନ୍ ଡେ।
ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି ।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି।
ପରିବାର ପାଇଁ ଭିଟାମାଟି ଛାଡ଼ିଥିଲେ, ବିଦେଶୀ ଯାଇ କାମ କରୁଥିଲେ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେଲେ ପରିବାର ସ୍ବଚ୍ଛନ୍ଦରେ ଚଳିବ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା ।
ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।
ଟାଇଗର୍ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।
ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ ।
ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।
ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ଟ୍ବିନ୍ ସିଟିରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ।
ଦଳର ଶୋଚନୀୟ ପରାଜୟ ପରେ ଏବେ ମୁହଁ ଖୋଲୁଛନ୍ତି, ଆଗରୁ କାହିଁକି ଚୁପ୍ ରହୁଥିଲେ ବୋଲି କହିଛନ୍ତି ଅରିନ୍ଦମ।
ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।