/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692177744.jpg)
Odisha Secondary teacher association
ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣା । ବିଭିନ୍ନ ଦାବି ନେଇ ଆଜିଠୁ ୩ ଦିନ ପାଇଁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ-ଓଷ୍ଟା । ସ୍କୁଲରେ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
Advertisment
ବିଶେଷ ଭାବେ ଚାକିରୀର ସର୍ତ୍ତାବଳୀ ଓ ପେନସନ୍ ବ୍ୟବସ୍ଥା ଯୋଗାଇବାକୁ ଦାବି କରିଛି ସଂଘ । ଶିକ୍ଷକଙ୍କୁ ବିଭିନ୍ନ କାଟାଗୋରୀରେ ବିଭକ୍ତ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରାଯାଉଥିବା ଦାବି କରିଛନ୍ତି । ସ୍କୁଲରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବି ଅଭିଯୋଗ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଜି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଲୋୟର ପିଏମଜିରେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)