• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Lord Jagannath
ବିପଦରେ ନାଟମଣ୍ଡପ ! କେତେବେଳେ କ’ଣ ହେବ କିଛି କହି ହେବ ନାହିଁ...

ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।

Naveen Patnaik
ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।

Dengue In Odisha
ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।

Digital
ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍ 

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।

Odisha Politics
ବିଜେଡ଼ି ସରକାର ବିରୋଧରେ ବିଜେପିର ଦୁର୍ବାର ଲଢେଇ: ମେଣ୍ଟ ନୁହେଁ, ଏକାକୀ ଲଢିବୁ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା 

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍
ରୋଡ୍ ଆକ୍ସିଡେଣ୍ଟ ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍: ୬୫ ହଜାର ଏନସିସି କ୍ୟାଡେଟଙ୍କୁ ମିଳିବ ତାଲିମ

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।

‘Team Shine
ସାବଧାନ୍ !! ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍

ଘର ବାହାରେ ମଇଳା ପକାଇଲେ ତ୍ରାହି ନାହିଁ, ଆକ୍ସନ୍‌ ନେବ ଟିମ୍ ସାଇନ୍

Bollywood Actor Prem Parija
ବଲିଉଡରେ ହିରୋ ଓଡ଼ିଆ ପୁଅ; ୱେବସିରିଜ୍ ‘କମାଣ୍ଡୋ’ ଲିଡ୍‌ ରୋଲରେ ଭୁବନେଶ୍ୱରର ପ୍ରେମ ପରିଜା

୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ ।

FM Nirmala Sitharaman
ଓଡ଼ିଶା ଆସିବେ ନିର୍ମଳା ସୀତାରମଣ; ଭୁବନେଶ୍ୱର ଜାତୀୟ CA ସମ୍ମିଳନୀରେ ହେବେ ମୁଖ୍ୟ ଅତିଥି

୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।

Politics
ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର

ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।

Bar in Bhubaneswar
ବାର୍‌ର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା ?

ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ ଓ ପୋଲିସ । ନାବାଳିକାଙ୍କୁ ଖଟାଉଥିବା ୧୮ଟି ବାର୍ ଉପରେ ଚଢ଼ଉ ପ୍ଲାନ୍ ।

Miscreants Attack Youth
ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା।

Action Against Dance Bar Owner If Minor Girl Employees Work There
ଡ୍ୟାନ୍ସ ବାର୍‌ରେ ନାବାଳିକା କର୍ମଚାରୀ ଥିଲେ ଫସିବେ ବାର୍‌ ମାଲିକ ! 

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ ! ୨୧ ବର୍ଷରୁ କମ୍‌ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

BMC issues new guidelines for cattle and their owners
ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ...

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

BMC new Guidelines
ବିଏମସିର ନୂଆ ଗାଇଡଲାଇନ୍: ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏ ନେଇ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ହୋଇଛି।

odisha politics
‘ନୂଆ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍ ମୋହର: ଭୋଟ୍ ଟଣା ଯୋଜନା କହି ବର୍ଷିଲା ବିଜେପି

କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।

new ray of hope in breast cancer treatment
ସ୍ତନ କର୍କଟ ଚିକିତ୍ସା ଦିଗରେ ଔଷଧ ବାହାରିବା ନେଇ ଦେଖାଦେଲା ଆଶା

ଡିଜିନେପ୍-A ଇନିହିବିଟର ବ୍ୟବହାର କରି ସ୍ତନ କର୍କଟ ରୋଗ ଲାଗି ଔଷଧ ପ୍ରସ୍ତୁତି ଦିଗରେ ପ୍ରି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି I

Subhalaxmi death case
ବଢ଼ୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସ୍‌ପେନ୍ସ; MMS ପାଇଁ ହେଉଥିଲା ବ୍ଲାକମେଲିଂ !

ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ ।

Dengue menace
BMCର ପଦକ୍ଷେପ; ମଶା ମାରିବାକୁ ବ୍ୟବହାର ହେବ ଡ୍ରୋନ୍‌

ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।

15 kg sized tumour removed from youth stomach
ଯୁବକଙ୍କ ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର, ଅପରେସନ୍‌ ପାଇଁ ଲାଗିଥିଲା ୬ ଘଣ୍ଟା...

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅପରେସନ ପରେ ୧୯ ବର୍ଷୀୟ ଯୁବକଙ୍କ ପେଟରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ଏହି ଟ୍ୟୁମର ବାହାର କରିଛନ୍ତି ।

odisha weather
ଶ୍ରାବଣରେ ମୌସୁମୀର ଲୁଚକାଳି; ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ

ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ ।

Subhalaxmi
ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

Ratna Bhandar
ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦିଆଯାଇଛି ଭୁଲ ତଥ୍ୟ !

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।