• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Osssc Ri Exam

OSSSC
OSSSC ପରୀକ୍ଷା ବିଭ୍ରାଟ: ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ।

OSSSC Exams
OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗରେ ତେଜୁଛି ଅସନ୍ତୋଷ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।

 Exams are being conducted in hotels or rented accommodations
RI-ଅମିନ ପରୀକ୍ଷା ବିଭ୍ରାଟ: ପିଲାଙ୍କ ଭବିଷ୍ୟତ ସହ ଖେଳୁଛି OSSSC !

ବାରମ୍ବାର ପରୀକ୍ଷାରେ ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ।

OSSSC Recruitment
ଆବେଦନକୁ ବିତିଲାଣି ୭ ମାସ, କେତେ ପରୀକ୍ଷା ତାରିଖ ଗଡ଼ାଇବ OSSSC ?

କେତେ ତାରିଖ ଗଡ଼ାଇବ OSSSC ? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀ ।

OSSSC RI,ARI & AMIN, SFS ICDS Recruitment Apply Over 2800 Posts
OSSSC ରେ ପୂରଣ ହେବ ୨୮୦୦ ରୁ ଅଧିକ ପଦବୀ; ଯୁକ୍ତ ୨ କରିଥିଲେ କରନ୍ତୁ ଆବେଦନ

OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।

Government Jobs In Odisha
ଓଡ଼ିଶାରେ ସରକାରୀ ଚାକିରି: ଖୁବ୍‌ଶୀଘ୍ର ପୂରଣ ହେବ ଏହିସବୁ ପଦବୀ...

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆସନ୍ତା କିଛି ମାସ ମଧ୍ୟରେ ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ଆରମ୍ଭ ହେବାକୁ ଯାଉଛି। ଏନେଇ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ।

Confusion Over Exam Centre
ଆଡମିଟ୍‌ କାର୍ଡ ଧରି ସେଣ୍ଟର ଖୋଜୁଛନ୍ତି RI ପରୀକ୍ଷାର୍ଥୀ

OSSSC ଦ୍ୱାରା ପରିଚାଳିତ RI ପରୀକ୍ଷାରେ ସାମ୍ନାକୁ ଆସିଲା ବଡ଼ ବିଭ୍ରାଟ। ଆଜି ଅନୁଷ୍ଠିତ ହୋଇଥିବା RI(ରାଜସ୍ୱ ନିରୀକ୍ଷକ) ପରୀକ୍ଷାରେ ୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଆଡମିଟ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖା ହୋଇଥିବା ବେଳେ ଏହା କିନ୍ତୁ ସେଣ୍ଟର ହୋଇନାହିଁ। ଏହି କଲେଜରେ ସେଣ୍ଟର ହୋଇ ନ ଥିବା ଖୋଦ୍‌ ଅଧ୍ୟକ୍ଷ ହିଁ କହିଛନ୍ତି।