/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703734850.jpg)
Panchanga
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୪୮ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ- ୦୬.୨୫ ରୁ ୦୮.୩୫
ଦିବା- ୧୦.୪୫ ରୁ ୧୧.୫୦
ଦିବା- ୦୧.୩୯ ରୁ ୦୩.୪୯
ସନ୍ଧ୍ୟା- ୦୬.୦୮ ରୁ ୦୭.୦୧
ରାତ୍ରି- ୦୮.୪୬ ରୁ ୦୩.୦୮
ନିଶାନ୍ତ- ୦୪.୪୭ ରୁ ୦୬.୨୫
ଅଶୁଭ ସମୟ:
ରାହୁକାଳ - ଦିବା ୧୧.୫୦ ରୁ ୦୧.୧୨
କାଳବେଳା- ଦିବା ୦୯.୦୮ ରୁ ୧୦.୨୯
ବାରବେଳା- ଦିବା ୧୧.୫୦ ରୁ ୦୧.୧୨
କାଳରାତ୍ରି- ରାତ୍ରି ୦୩.୦୮ ରୁ ୦୪.୪୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)