• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Marathon Raid in Several Mines
ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।

Ratnabhandar
ରତ୍ନଭଣ୍ଡାର ଭିତରେ ଅଛି କି ଗୁପ୍ତ ସୁଡ଼ଙ୍ଗ ?

ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।

Ratnabhandar
ସାଢ଼େ ୭ ଘଣ୍ଟା ଲାଗିଲା ! ୪ଟି ଆଲମିରା, ୩ଟି ସିନ୍ଦୁକରୁ ସ୍ଥାନାନ୍ତର ହେଲା ରତ୍ନ

ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।

Odisha Politics
କ୍ଷମତାରେ ଥିଲା ବେଳେ ପଚାଲିଲେନି, ଏବେ ଛାୟା କ୍ୟାବିନେଟ୍ ଢାଞ୍ଚା..!

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

Balangir
ଅନ୍ଧବିଶ୍ବାସର ଭୟଙ୍କର କାହାଣୀ, ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।

Adharapana
Adhara Pana 2024 Live Updates: ସରି ଆସୁଛି ଦିବ୍ୟଲୀଳା, ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼

Ratnabhandar
ଭିତର ରତ୍ନଭଣ୍ଡାରରେ ଥିଲା ୩ଟି କାଠ ଓ ଗୋଟିଏ ଷ୍ଟିଲ ଆଲମିରା, ଆଉ...

ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ । 

Ratnabhandar
ରତ୍ନ ଭଣ୍ଡାର ଭିତରୁ ଆସିଲା ଖବର, ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ କହିଲେ...

ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ । 

Tantrik
ତାନ୍ତ୍ରିକର ଅଜବ ତନ୍ତ୍ର ଚିକିତ୍ସା, ଯୁବତୀଙ୍କ ମୁଣ୍ଡରେ ପିଟିଥିଲେ ୧୦ରୁ ଅଧିକ ଲୁହାକଣ୍ଟା

ଯୁଗ ଆସି ଏକବିଂଶ ଶତାବ୍ଦୀ ହେଲାଣି । ମଣିଷ ଯାଇ ଚନ୍ଦ୍ରରେ ପାଦ ଦେଲାଣି । ତଥାପି କୁସଂସ୍କାର ଓ ଅନ୍ଧ ବିଶ୍ୱାସ କବଳରୁ ବାହାରି ପାରୁନି ମଣିଷ ।

Trichy gang in police custody, 4 arrested
ପୋଲିସ କବଜାରେ ତ୍ରିଚି ଗ୍ୟାଙ୍ଗ, ୪ ଜଣ ଗିରଫ

ତାମିଲନାଡ଼ୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିଲା ତ୍ରିଚି ଗ୍ୟାଙ୍ଗର ଚେର । କିନ୍ତୁ ତ୍ରିଚି ଗ୍ୟାଙ୍ଗର ଖେଳ ଖତମ୍ କରିଦେଇଛି କମିସନରେଟ ପୋଲିସ । ଏବେ ପୋଲିସ ହାତରେ ଧରା ପଡିଛି ଏହି ଗ୍ୟାଙ୍ଗ୍ ।

Amar Prasad Satpathy
‘ଆଗରୁ ଏମିତି ହୋଇଥିଲେ ଆମେ ବିରୋଧୀ ଦଳରେ ନଥାନ୍ତୁ’

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।

Ratna Bhandar
ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଖଣ୍ତନ କଲେନି ଗଜପତି; ବଢ଼ୁଛି ଚର୍ଚ୍ଚା, ହେବ ଯାଞ୍ଚ

ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର୍ ଧରୁଛି ଚର୍ଚ୍ଚା ।

paneer sorisha recipe
କେବେ ଖାଇଛନ୍ତି ପନିରର ଏହି ରେସିପି

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

Body Recovered From her House
ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ବୁଗୁଡ଼ା ପୋଷ୍ଟ ଅଫିସର କର୍ମଚାରୀ ଥିଲେ ମୃତ ରଶ୍ମିତା ବେହେରା

medical problem
କାମ କରୁନି ଅକ୍ସିଜେନ୍ ପ୍ଲାଣ୍ଟ,ଅବ୍ୟବସ୍ଥାରେ ଚାଲିଛି ରାଜ୍ୟର ଦୁଇ ମୁଖ୍ୟ ଚିକିତ୍ସାଳୟ

ରାଜ୍ୟର ବଡ଼ ବଡ଼ ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାଲିଛି ଅବ୍ୟବସ୍ଥାରେ । କେଉଁଠି ଅକ୍ସିଜେନ୍ ପ୍ଲାଣ୍ଟ ଭଳି ଜରୁରୀ ସେବା ବର୍ଷାଧିକ କାଳ ଅଚଳ ପଡ଼ିଛି, ତ ଆଉ କେଉଁଠି ବହୁ ସଂଖ୍ୟକ ଏସି ହଡ଼ପ କରିଥିବା ନେଇ ଖୋଦ୍ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଓ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ ।

  • Thursday, 18 July 2024
Puri Srimandir Ratna Bhandar
ଅପେକ୍ଷାର ଅନ୍ତ ଘଟିଲା; ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର... 

ଖୋଲିଲା ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା । ଶୁଭ ସମୟ ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନଭଣ୍ଡାର। 

Important Meeting at Loka Seva Bhawan Today
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ହୋଇପାରେ ବଡ଼ ଘୋଷଣା !

ଆଜି ରାଜ୍ୟ କ୍ୟାବିନେଟ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା...

Adharapana ritual
ସରି ଆସୁଛି ବଡଦାଣ୍ଡରେ ଶ୍ରୀଜିଉଙ୍କ ଲୀଳାଖେଳା; ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା...

ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। 

Panchang
Panchang Today 18th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ।

Ratna Bhandar
ଆଜି ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର; ସକାଳ ୮ରୁ ଭକ୍ତଙ୍କୁ ମନ୍ଦିର ମନା...

ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ । ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା । 

Know how many kinds of pana in lord Jagannath culture
Ratha Jatra 2024: ଠାକୁରଙ୍କ ଭୋଗରେ ପଣା ନୀତି; ଜାଣନ୍ତୁ କେତେ ପ୍ରକାର ପଣା ଭୋଗ ହୁଏ

ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 18 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 18 July 2024
Arindam Dakua
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି ।

  • Wednesday, 17 July 2024
  • IAS
Baijayant Panda
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Lord Jagannath
ମହଣ ମହଣ ଅଳଙ୍କାର ସତ୍ତ୍ୱେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗୁଛି ପୁରୁଣା ଅଳଙ୍କାର

କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ।