• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Crime
ସଭ୍ୟ ସମାଜକୁ ଲଜ୍ଜା ! ଗାଁ ଝିଅର ମୃତଦେହକୁ ଗାଁରେ ପୂରେଇ ଦେଲେନି ଗାଁ ଲୋକ

ଦୁଷ୍କର୍ମ ପରେ ହତ୍ୟାର ଶିକାର ଯୁବତୀଙ୍କ ମୃତଦେହକୁ ଗାଁରେ ପୁରାଇଲେନି । ୫୦ କିଲୋମିଟର ଦୂରରେ ହେଲା ଅନ୍ତ୍ୟେଷ୍ଟି ।

  • Tuesday, 03 September 2024
Excise Office
ଭୁବନେଶ୍ବରକୁ ଅବକାରୀ କମିଶନର ଅଫିସ ଆଣିବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର ?

କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ବିଜେଡି ସରକାର ଅମଳରେ ଜଣେ ଗେହ୍ଲା ଆଇପିଏସ୍ ବାବୁ ନିଜ ସୁବିଧା ଏଭଳି ଚକ୍ରାନ୍ତ କରିଥିବା ବିଜେପି ଆଣିଛି ଅଭିଯୋଗ।

Aadhar Update
ଚାଲିଛି ‘ସୁଭଦ୍ରା’ ଆବେଦନ ଧାଁ ଦୌଡ଼, ଆଧାର ଅପଡେଟ୍ ଲାଗି ଜନସେବା କେନ୍ଦ୍ର ଆଗରେ ଲମ୍ବାଧାଡ଼ି

ସୁଭଦ୍ରା ଯୋଜନା ଘୋଷଣା ପରେ ଜନସେବା କେନ୍ଦ୍ର ଆଗରେ ଲମ୍ବା ଲାଇନ । ଆଧାର ଅପଡେଟ୍ କରିବାକୁ କେଉଁଠି ଠେଲାପେଲା ତ’ ଆଉ କେଉଁଠି ରାତିରୁ ଧାଡ଼ିରେ ଚପଲ ନହେଲେ ଛତା ।

Suspended Leader Attends Party Event
ଶନିବାର ଦଳରୁ ନିଲମ୍ବନ ହେଲେ, ସୋମବାର ଅତିଥି ଭାବେ ମଞ୍ଚରେ ବସିଲେ

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ ଜଗଦେବ ଅତିଥି ଭାବେ ଯୋଗ ଦେଇଥିଲେ ।

BJP
ଆରମ୍ଭ ହେଲା ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ, ୧ କୋଟି ସଦସ୍ୟ ସଂଗ୍ରହ ପାଇଁ ଆହ୍ୱାନ

ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Excise Office
‘କଟକରେ ରହିବ ଅବକାରୀ କମିଶନର ଅଫିସ୍‌, ସ୍ଥାନାନ୍ତର ଲାଗି ନାହିଁ କୌଣସି ପ୍ରସ୍ତାବ’

କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍‌, ଜରୁରୀ କାମ ପଡ଼ିଲେ ଆସେ ।

Suniti Mund
ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସୁନୀତି, ଘଉଡ଼ାଇଦେଲେ ମହିଳା ବିଜେପି କର୍ମୀ

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି ।

Tribal Boy Clears NEET
Success Story: ନେଟ୍‌ୱର୍କ ନଥିବାରୁ ପାହାଡ ଉପରେ ପଢ଼ୁଥିଲେ, ପ୍ରଥମ ପ୍ରୟାସରେ NEET କ୍ଳିଅର୍

ଡାକ୍ତର ହେବେ ଆଦିବାସୀ ଗରିବ ଘରର ପୁଅ । ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ।

Crime Against Women
ନାରୀଙ୍କୁ ସମ୍ମାନ ଦେବାକୁ ଅନେକ ସ୍ଲୋଗାନ, ହେଲେ କମୁଛି କି ଦୁଷ୍କର୍ମ ?

ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !

  • Tuesday, 03 September 2024
School students Protest
ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ନିଲମ୍ବିତ ପ୍ରଧାନଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ। ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ।

Victim’s Family Demands Accused's Expulsion
୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ ।

Arun Bothra
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି ।

High court bench
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ: ମୁଖ୍ୟମନ୍ତ୍ରୀ

ଲୋକଙ୍କୁ ତ୍ୱରିତ୍ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି । ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

MLA Sofia Firdous
ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗଲେ ସୋଫିଆ; କହିଲେ...

ସୋଫିଆ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଗତକାଲି ଅଚାନକ ଯାଇଥିବା ବେଳେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

Ama Odisha Naveen Odisha Scheme
'ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ'

ଆରମ୍ଭ ହେବ ଆମ ଓଡିଶା ନବୀନ ଓଡ଼ିଶା କାମ। ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି।

 Khandapara Wooden Crafts
Special Story: ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ବୀ; ପ୍ରଶାନ୍ତଙ୍କ ହାତର ସ୍ପର୍ଶରେ କଥା କହୁଛି ନିର୍ଜୀବ କାଠଖଣ୍ଡ...

ନିଜର ଦୃଢ଼ ଇଚ୍ଛା ଶକ୍ତି । ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । 

Hindu Teachers Targeted
Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ... 

କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।

Police Van-108 Ambulance Collision
ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ; ହୋମଗାର୍ଡ ମୃତ, ଆଇଆଇସି ଆହତ

ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ।

Weather Alert
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷା ନେଇ ସତର୍କତା ଜାରି...

ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

BJP
ଗଂଜାମରେ ଭୁଶୁଡ଼ିବ କି ବିଜେଡି ଗଡ଼ ? ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ...

ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ । ପୁରୁଷୋତ୍ତମପୁର NACର ୧୦ କାଉନସିଲର ବି ମିଶିଲେ ବିଜେପିରେ ।

  • Tuesday, 03 September 2024
  • BJP
  • BJD
panchanga
Panchang Today 3rd September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ଅମାବାସ୍ୟା ପ୍ରାତଃ ୦୭.୨୫ ଗତେ ପ୍ରତିପଦ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 03 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 03 September 2024
Bank sealed property of Businessman
ଋଣ ଖିଲାପ ଅଭିଯୋଗରେ ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ କଲା ବ୍ୟାଙ୍କ

ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ କଲା ବ୍ୟାଙ୍କ । ୪ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗରେ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍ ।

Tribal Student Clears NEET
ଡାକ୍ତର ହେବେ ପୁଣି ଜଣେ ଆଦିବାସୀ ଛାତ୍ର, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଇଶାକଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।

Mobile Network
ରାଜ୍ୟରେ ୩୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ

ରାଜ୍ୟରେ ଏବେ ୩୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୬୨ ଗାଁରେ ନାହିଁ ମୋବାଇଲ ନେଟୱର୍କ ।