ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍।
ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ କିନ୍ତୁ ନିଷ୍ପତ୍ତି ହୋଇନି ।
୩୦ ଜିଲ୍ଲା ବୁଲିବେ ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ...
ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ, ଜଙ୍ଗଲ ମଝିରେ ରାତି ବିତାଇଲେ ଆଉ ସକାଳୁ ସୁରକ୍ଷିତ ଉଦ୍ଧାର ବି ହେଲେ ।
ସିଧା ଟାର୍ଗେଟ କରିବା ସହ ମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଥିବା ଲୋକଙ୍କୁ ବାଦ୍ ଦେଇ ଗତ ବିଜେଡି ସରକାର ଜଣେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ । ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ।
ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଚଳିତ ବର୍ଷରୁ ପ୍ରତି ଜିଲ୍ଲାରେ ଜୈବିକ ଚାଷ ଲାଗି ପଦକ୍ଷେପ ନିଆଯିବ ବୋଲି ମଧ୍ୟ ତଥ୍ୟ ରଖିଛନ୍ତି କୃଷିମନ୍ତ୍ରୀ ।
ଗୃହରେ ଉଠିଲା କଳିଙ୍ଗ ପୁରସ୍କାର ପ୍ରସଙ୍ଗ। କଳିଙ୍ଗ ପୁରସ୍କାର ନେଇ ବିଜେଡି-ବିଜେପି କଥା କଟାକଟି।
ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ।
ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
ପୋଷଣ ବା ନ୍ୟୁଟ୍ରିସନ୍ କହିଲେ ଆପଣ କ’ଣ ବୁଝନ୍ତି। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟସାରଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ କରିବା ଓ ତାହା ଆମ ଶରୀର ଦ୍ୱାରା ଶୋଷିତ ହେବା ପ୍ରକ୍ରିୟାକୁ ପୋଷଣ କୁହାଯାଏ। ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଆମର ପୋଷଣ ଠିକ୍ ରଖିବା ସହ ଆମକୁ ନିରୋଗ ରଖେ।
ଏବେ E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି ।
ସହରର ଉପକଣ୍ଠରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଆଦର୍ଶ ପୋଖରୀ । କିନ୍ତୁ ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା ।
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ ।
ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଗକୁ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେବ କହିଲେ ଡିଜିପି । ‘ନକ୍ସଲ ମୂଳପୋଛ ପାଇଁ ଶାହ ଦେଇଛନ୍ତି ଟାର୍ଗେଟ’ ।
ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।
ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ । ବସ ଷ୍ଟାଣ୍ଡଟି ଅବ୍ୟବସ୍ଥା ଘେରରେ ଥିବା କେତେବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ ।
ଜେଲରେ ସ୍ୱାମୀଙ୍କୁ ଆକ୍ରମଣ ପାଇଁ ଜେଲରଙ୍କୁ ଦାୟୀ କଲେ ପତ୍ନୀ । ସନ୍ଦେହ ଘେରରେ ଜେଲ୍ କର୍ମଚାରୀ-କଏଦୀଙ୍କ ମଧୁଚନ୍ଦ୍ରିକା ।
‘ସମୂଦି ମୂଳ’ ମିଶାଇଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ SPଙ୍କ ସୂଚନା । ପରୀକ୍ଷା ପାଇଁ ଯାଇଛି ଲ୍ୟାବ୍, ଭିସେରା ରିପୋର୍ଟକୁ ବି ଅପେକ୍ଷା ।