• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୭ମୀ ଦିବା ୧୨.୩୨ ଗତେ ୮ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୨.୩୨ ପର୍ଯ୍ୟନ୍ତ , ତା'ପରେ ନିଶାନ୍ତ ୦୫.୪୧ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ- ୦୫.୪୩ ରୁ ୦୭.୧୬

ସନ୍ଧ୍ୟା- ୦୬.୧୨ ରୁ ୦୯.୩୦

ରାତ୍ରି- ୦୧.୦୬ ରୁ ୦୩.୧୫

ରାତ୍ରି- ୦୪.୦୫ ରୁ ୦୫.୪୩

ଅଶୁଭସମୟ:

ରାହୁକାଳ- ଦିବା ୦୧.୦୦ ରୁ ୦୨.୨୮

କାଳବେଳା- ଦିବା ୦୨.୨୮ ରୁ ୦୩.୫୫

ବାରବେଳା- ଦିବା ୦୩.୫୫ ରୁ ୦୫.୨୩

କାଳରାତ୍ରି- ରାତ୍ରି ୧୧.୩୩ ରୁ ୦୧.୦୬

OTV is now on Whatsapp

Join and get latest news update delivered to you via whatsapp

Join Now