ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।
ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ
ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...