• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gunupur

 Rose Garden
ଆମେ ଗୋଲାପ ବଣର ରାଣୀ

ପ୍ରେମର ପ୍ରତିକ ଏ ଗୋଲାପ, ଆଜି ଏମାନଙ୍କୁ ଜଣେ ଜଣେ ରାଣୀ କରିଦେଇଛି । ମୁହଁରେ ଫୁଟୁଛି ହସ । ସମସ୍ତେ ଯେମିତି ବହୁତ ଖୁସି । ଏମାନଙ୍କ ଦୃଢ ଇଚ୍ଛା ଶକ୍ତି ଆଜି ଏମାନଙ୍କୁ ଦେଇଛି ନୂଆ ପରିଚୟ ।

Special Story: Online Game Claims Life of Class 10 Student | Gunupur
ଅନଲାଇନ୍ ଗେମରୁ ୪ଲକ୍ଷ ଜିତିଲେ

ଦିନ ରାତି ଅନଲାଇ ଗେମ୍ ଖେଳୁଥିଲା ୧୫ ବର୍ଷର ଝିଅ। ଗେମ୍ ଖେଳି ଜିତିଥିଲା ୪ଲକ୍ଷ ଟଙ୍କା। ହେଲେ ହଠାତ ଶୌଚାଳୟରେ ଯାଇଁ ଜୀବନ ହାରିଲା

Vending Zone Turns into Wasteland
Odisha Govt Negligence Over Gunupur Market Complex: ଭେଳିକି କରୁଥିଲେ ପୂର୍ବ ସରକାର ! ପୋଖରୀ ଭିତରେ ମାର୍କେଟ୍ ବିଲ୍ଡିଂ

ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣ ଆଖିରେ ଦେଖିଲେ ଜାଣିପାରିବେ । 

CCTV cameras
ସାବଧାନ ଅପରାଧୀ ! ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।

Water Issue
ଏଇଠି ସବୁ ବିଶ୍ୱସ୍ତରୀୟ : ଖୋଳା ହେଉ ହେଉ ନଳକୂପ ଅଚଳ

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।