• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 02 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଓଟିଭିର ବଡ଼ ପ୍ରଭାବ ! ଖବର ବାଜିଲା ପରେ ଚେତା ପଶିଲା, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ ହେଲା ଶିବିର

ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । More
  • Satyendu Shekher Mishra
  • 2 years ago

ସ୍କୁଲ ଖୋଲିବା ପୂର୍ବରୁ ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ !

ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ । More
  • Satyendu Shekher Mishra
  • 2 years ago

ଜନପ୍ରତିନିଧିଙ୍କୁ ଅଫିସର୍‌ଙ୍କ ଖାତିର ନାହିଁ, ବିଜେଡି ଚାପରେ ବିଜେପି ବିଧାୟକ ଗିରଫ !

ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । More
  • Satyendu Shekher Mishra
  • 2 years ago

ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି । More
  • Pramod Behera
  • 2 years ago

ଆସନ୍ତା ୬ ତାରିଖରେ ଲଘୁଚାପ ଥୟ, ହେଲେ ବାତ୍ୟା?

ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି। More
  • Chandan Shishu
  • 2 years ago

ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା। More
  • Satyendu Shekher Mishra
  • 2 years ago

ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ

ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । More
  • Satyendu Shekher Mishra
  • 2 years ago

ପୋଲିସ୍ ଅଧିକାରୀଙ୍କୁ ଗାତକୁ ଠେଲିଲେ, ଗୋଇଠା ମାରିଲେ !

ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍‌ ପହଞ୍ଚିଥିଲା । More
  • Satyendu Shekher Mishra
  • 2 years ago

ସଦାଚାର କମିଟି ବୈଠକରେ ନେତାଙ୍କ ଉଦ୍‌ବେଗ, ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀଙ୍କ ଖାତିର ନାହିଁ

ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ, ତାହା ବୁକ୍ ସର୍କୁଲାର ୪୭ରେ ଉଲ୍ଲେଖ ରହିଛି । More
  • Chandan Shishu
  • 2 years ago

 କାର ବନେଟରେ ସେକି ହୋଇଯାଉଛି ରୁଟି, ଦେଖନ୍ତୁ ଭିଡିଓ

ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। More
  • Satyendu Shekher Mishra
  • 2 years ago

ମେ’ରେ ଓଡ଼ିଶାକୁ ବାତ୍ୟା ଭୟ ! IMD କହିଲା ଏହି ମାସରେ ହୁଏ ବାତ୍ୟା, ଲୋକଙ୍କ ମନରେ ପଶିଲା ଛନକା

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି । More
  • Satyendu Shekher Mishra
  • 2 years ago

ତେଜୁଛି ରାଜନୀତି ! ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହେଲା OAS ସଂଘ

ଜଣେ ବିଡିଓ ବାହାରୁ ଯାଇ କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ ବୋଲି ପ୍ରଶ୍ନ କରିଛି ସଂଘ । ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି । More
  • Chandan Shishu
  • 2 years ago

ସବୁ ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା

ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ। More
  • Satyendu Shekher Mishra
  • 2 years ago

‘BJD ଚାପରେ ମୋତେ ଗିରଫ କରାଯାଇଛି’: ସୁବାସ ପାଣିଗ୍ରାହୀ

ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ କହିଛନ୍ତି ଯେ, ତାଙ୍କୁ ବିଜେଡି ଚାପରେ ଗିରଫ କରାଯାଇଛି । More
  • Chandan Shishu
  • 2 years ago

ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। More
  • Otv Khabar Bureau
  • 2 years ago

ପାରାଦୀପ ବାଲିଝର କ୍ରିକ୍‌ରେ ମାଛ ମଡ଼କ

ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍‌ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । More
  • Prangyan Parimita
  • 2 years ago

ଲଘୁଚାପ ନିଶ୍ଚିତ, ବାତ୍ୟା ଚିତ୍ର ଅସ୍ପଷ୍ଟ : IMD ବୈଜ୍ଞାନିକଙ୍କ ସୂଚନା

ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେ କହିହେବନି . . . More
  • Chandan Shishu
  • 2 years ago

କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ More
  • Prangyan Parimita
  • 2 years ago

ଅଭୟଚାନ୍ଦପୁରରେ ପୁରୀ ବାସେଳିସାହି ହାଜତ ମୃତ୍ୟୁର ହେଲା କି ରିପିଟ୍ ?

ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା More
  • Prangyan Parimita
  • 2 years ago

ପାଣି ମୁନ୍ଦେ ପାଇଁ ଡହଳ ବିକଳ ଉପାନ୍ତ ଅଞ୍ଚଳର ଜନଜାତି : ଗାଁକୁ ପହଞ୍ଚି ପାରିନି ବସୁଧା ଯୋଜନାରେ ଘରକୁ ଜଳ

ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଅଶଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ More
  • Prangyan Parimita
  • 2 years ago

ଏବେବି ସମଦୂରତା ଫର୍ମୁଲାରେ କାଏମ୍ କି ବିଜେଡି ? ଦିଲ୍ଲୀରେ ନବୀନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ବଢୁଛି କଳ୍ପନାଜଳ୍ପନା More
  • Prangyan Parimita
  • 2 years ago

ଅଲୋଡ଼ା ହେଲେନି ଅନାଥ: ଆଦରି ନେବାକୁ ଆସିଲେ ଦୁଇ ରାଜକୁମାର

ନୂଆ ଆଶା, ନୂଆ ସମ୍ଭାବନା ସହ ସିନ୍ଥିରେ ସାତ ଜନ୍ମର ସାଥୀର ସନ୍ତକକୁ ନେଇ ଶ୍ୱଶୁର ଘର ଗଲେ ସଂକୁନ୍ତଳା ଓ ଚଞ୍ଚଳା More
  • Otv Khabar Bureau
  • 2 years ago

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା:୨ ମୃତ, ଜଣେ ଆହତ

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆ ଅଞ୍ଚଳରେ ଘଟିଛି ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । More
  • Prangyan Parimita
  • 2 years ago

ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ପ୍ରତିବାଦରେ ଦେବଗଡ଼ ଜିଲ୍ଲା ବନ୍ଦ

ବିଜେପି କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ More
  • Otv Khabar Bureau
  • 2 years ago

ଆଜିଠୁ ସକାଳ ୬ରୁ ୯ ସ୍କୁଲ

ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । More
  • Satyendu Shekher Mishra
  • 2 years ago

ମେ’ ୪ରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ !

ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । More
  • Otv Khabar Bureau
  • 2 years ago

ବିଧାୟକଙ୍କ ଗିରଫ ନେଇ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍‌, କହିଲେ 'ଏହା ଗଣତନ୍ତ୍ରର ହତ୍ୟା'

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ । More
  • Chandan Shishu
  • 2 years ago

ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ

ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।  More
  • Satyendu Shekher Mishra
  • 2 years ago

ଚର୍ଚ୍ଚାର ଅନ୍ତ, ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କଲେ ତାରା

କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି । More