• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 18 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । More
  • Satyendu Shekher Mishra
  • 2 years ago

ଦାମ୍ପତ୍ୟ କଳିର ଭୟଙ୍କର ପରିଣତି ! ଶ୍ୱଶୁର-ଶାଳକଙ୍କୁ କାର ଚଢ଼ାଇ ହତ୍ୟା ଉଦ୍ୟମ କଲେ ଜ୍ୱାଇଁ, ଦେଖନ୍ତୁ ଭିଡିଓ..

ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ? More
  • Otv Khabar Bureau
  • 2 years ago

ସାଇବର ଲୁଟେରାଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ରଙ୍କ ଓ ଇଲେକ୍ଟ୍ରିକାଲ ଇଂଜିନିୟର

ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର । More
  • Otv Khabar Bureau
  • 2 years ago

୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା... More
  • Prangyan Parimita
  • 2 years ago

ଚୁଡ଼ା, ମୁଢ଼ି ଓ ଖଈରେ ଜିଏସଟି ନିଷ୍ପତ୍ତି ବିରୋଧରେ ବିଧାନସଭା ହୁଲୁସ୍ତୁଲ

କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବଢୁଛି ସାଧାରଣ ଲୋକଙ୍କ ଅସନ୍ତୋଷ, ରାଜଧାନୀ ରାସ୍ତାରେ କ୍ଷୀର-ଚୂଡ଼ା ଢାଳି ଦୁଗ୍ଧ ବ୍ୟବସାୟୀ ସଂଘର ପ୍ରତିବାଦ More
  • Prangyan Parimita
  • 2 years ago

ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ : ମହମ୍ମଦ ମୋକିମଙ୍କ କ୍ଷେତ୍ରରେ କାମ କଲା କି ନବୀନଙ୍କ ଅପିଲ?

ମହମ୍ମଦ ମୋକିମଙ୍କ ପଦକ୍ଷେପକୁ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । More
  • Prangyan Parimita
  • 2 years ago

ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି । More
  • Swadheen Kumar Raut
  • 2 years ago

ଚର୍ଚ୍ଚାରେ ନବୀନଙ୍କ ୨ ଭଉଣୀଙ୍କ ପ୍ରତି ଆଦର-ଅନାଦର

NDAର ରାଷ୍ଟ୍ରପତି ପ୍ରାର୍ଥୀ ପରେ ପୁଣି ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ କାହିଁକି ସମର୍ଥନ କଲେ ନବୀନ ? ସିବିଆଇ ଭୟ ନା ଆଉ କିଛି ? More
  • Otv Khabar Bureau
  • 2 years ago

ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା: ରାଜ୍ୟରୁ ସରିଯିବ କୋଭିସିଲ୍ଡ ଟିକା

ରାଜ୍ୟରୁ ଦୁଇ ତିନି ଦିନ ଭିତରେ ସରିଯିବ କୋଭିସିଲ୍ଡ ଟିକା... More
  • Prangyan Parimita
  • 2 years ago

କ୍ରାଇମବ୍ରାଞ୍ଚ ତଦନ୍ତରେ ସତ ଜଣାପଡ଼ିବ : ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ, ସତ ସାମ୍ନାକୁ ଆସିବ More
  • Satyendu Shekher Mishra
  • 2 years ago

ସାରୁଅ ତରଙ୍ଗ ଷ୍ଟୁଡିଓରେ ଆକ୍ରମଣ ଘଟଣା, ଜିଲ୍ଲାପାଳ-ଏସ୍‌ପିଙ୍କୁ ଫେରାଦ ହେଲା ପୂର୍ବ ସେନାନୀ ସଂଘ

ପୂର୍ବରୁ  ୨୦୨୦ରେ ସଂପୃକ୍ତ ଅଭିଯୁକ୍ତ ସାରୁଅ ଶିଳ୍ପାଞ୍ଚଳରେ ଅନ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ ରଘୁନାଥ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । More
  • Otv Khabar Bureau
  • 2 years ago

ରୁଚିକାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା

ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । More
  • Satyendu Shekher Mishra
  • 2 years ago

ୱାସିଂ ମେସିନ୍‌ ତଳେ ଲୁଚି ବସିଥିଲା ୬ ଫୁଟ୍‌ ଲମ୍ବା ରଣା ସାପ, ଦେଖନ୍ତୁ ଭିଡିଓ

ସାପଟିକୁ ଗାଁଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । More
  • Otv Khabar Bureau
  • 2 years ago

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା..

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ More
  • Chandan Shishu
  • 2 years ago

ଶଳା ଉପରେ ଗାଡ଼ି ମଡ଼ାଇ ଦେଲେ ଭିଣୋଇ !

ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି। More
  • Rajalaxmi Sahoo
  • 2 years ago

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା,୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ

ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।  More
  • Rajalaxmi Sahoo
  • 2 years ago

ମୋକିମଙ୍କ ପାଇଁ ମହଙ୍ଗା ପଡ଼ିବ କି କ୍ରସ୍‌ ଭୋଟିଂ ?

ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି। More
  • Prangyan Parimita
  • 2 years ago

ପାହାଡ଼ ଉପରେ ସ୍କୁଲ : ଯିବାକୁ ରାସ୍ତା ନାହିଁ କି ବିଦ୍ୟୁତ ସୁବିଧା ନାହିଁ

ସ୍କୁଲକୁ ରାସ୍ତା ତ ନାହିଁ, ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲରେ ଗୋଟିଏ ଖେଳପଡିଆ ନିର୍ମାଣ ପାଇଁ ଦୁଇଥର ବିଲ୍ ହୋଇଛି । More
  • Otv Khabar Bureau
  • 2 years ago

୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି ଗଦାଗଦା ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି.. More
  • Chandan Shishu
  • 2 years ago

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଲେ।  More
  • Otv Khabar Bureau
  • 2 years ago

କାଲି ମୁଁ ଏ ଦୁନିଆରେ ହୁଏତ ନଥିବି, କିନ୍ତୁ..

ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍‌ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍‌କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା। More
  • Otv Khabar Bureau
  • 2 years ago

ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ । More
  • Chandan Shishu
  • 2 years ago

ହୀରାକୁଦ ଛାଡ଼ିଲା ବନ୍ୟାପାଣି: 'ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ'

ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି। More
  • Chandan Shishu
  • 2 years ago

ଦ୍ୱନ୍ଦ୍ୱରେ ପଡ଼ି ପ୍ରତାରଣାର ଶିକାର ହୋଇପାରନ୍ତି

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ସୋମବାର।  More
  • Chandan Shishu
  • 2 years ago

ମହାଦେବଙ୍କୁ ଜଳଲାଗି କରୁଛନ୍ତି ହଜାର ହଜାର ବୋଲବମ୍ ଭକ୍ତ

ବୋଲବମ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। More
  • Rajalaxmi Sahoo
  • 2 years ago

ଚୋରି କରି ଆଣି ପୋଖରୀ ଭିତରେ ଲୁଚାଇଥିଲେ ବାଇକ୍, ଧରାପଡ଼ିବା ପରେ...

ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍‌। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍‌ ପୋଖରୀ ଭିତରୁ ମିଳିଛି। More
  • Prangyan Parimita
  • 2 years ago

ଦିନରେ ଠେଲାରେ ଜଳଖିଆ ବିକା, ରାତିରେ ପାଠପଢା : ମାଟ୍ରିକରେ ୮୮ ପ୍ରତିଶତ ରଖି ଉତୀର୍ଣ୍ଣ ହେଲେ ବିକାଶ

ଏପଟେ ନିଜ ଗାଁର ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କଲେ କଳାହାଣ୍ଡି ଲାଂଜିଗଡ ଜାରେଙ୍ଗପଟାର ସନ୍ଦୀପ ମାଝୀ More
  • Prangyan Parimita
  • 2 years ago

ଲଗାଣ ବର୍ଷାରେ ଉବୁଟୁବୁ ଆଭ୍ୟନ୍ତରୀଣ ଓଡ଼ିଶା: ସୁଧୁରୁନି ମାଲକାନଗିରି ମୋଟୁ ସ୍ଥିତି

ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି More
  • Chandan Shishu
  • 2 years ago

କାଲିଠୁ ମହଙ୍ଗା ହେବ ଚୁଡ଼ା, ମୁଢି

କେବଳ ସାମଗ୍ରୀ ନୁହେଁ, ସେବା କ୍ଷେତ୍ରରେ ବଢିବ ଜିଏସଟି ବ୍ୟାଙ୍କ ସେବା, ହୋଟେଲ ରହଣୀ ଓ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ବି ଢେର୍ ବଢ଼ିଯିବ। More
  • Prangyan Parimita
  • 2 years ago

ଗାଁକୁ ରାସ୍ତା ନାହିଁ କି ନଈ-ନାଳ ଉପରେ ପୋଲ ନାହିଁ : ରୋଗୀଙ୍କୁ ନଦୀ ପାର କରେଇବାକୁ ଦଉଡ଼ି ଭରସା

ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ? More
  • Chandan Shishu
  • 2 years ago

ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି

NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।  More