• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ସୋମବାର। 

ତିଥି- ୫ମୀ ଦିବା ୦୮/୫୫ ଗତେ ୬ଷ୍ଠୀ

ଚନ୍ଦ୍ର– କୁମ୍ଭ ପ୍ରାତଃ  ୦୬/୩୫ ଗତେ ମୀନ

ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ,ପ୍ରାତଃ  ୦୬/୩୫ ଗତେ ଧନୁ ରାଶିର

ଘାତ ବାର – ମିଥୁୁନ ରାଶିର

ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା  ୧୨/୨୫ ପର୍ଯ୍ୟନ୍ତ

ଶୁଭ ସମୟ-

ପ୍ରାତଃ ୦୫/୨୧  ରୁ ୦୬/୫୮  

ଦିବା ୧୦/୩୪ ରୁ  ୦୧/୧୧

ଦିବା ୦୪/୪୬ ରୁ ୦୫/୩୨

ସନ୍ଧ୍ୟା  ୦୭/୦୮ ରୁ ୦୯/୧୯

ରାତ୍ରି ୧୧/୫୩ ରୁ ୦୨/୨୬ 

ଅଶୁଭ ସମୟ

ଋାହୁକାଳ - ପ୍ରାତଃ ୦୬/୫୮ ରୁ  ୦୮/୩୬

କାଳବେଳା - ପ୍ରାତଃ ୦୬/୫୮ ରୁ  ୦୮/୩୬ 

ବାରବେଳା – ଦିବା ୦୩/୦୮ ରୁ ୦୪/୪୬ 

କାଳରାତ୍ରି – ରାତ୍ରି ୧୦/୩୦ ରୁ ୧୧/୫୩

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖା ଦେବ

ଦ୍ୱିଜା – ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି  ଦେଖା ଦେଇପାରେ

କୃତିକା – ଶାରୀରିକ ପିଡା ଭୋଗ କରି ପାରନ୍ତି

ପ୍ରତିକାର -  ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ:

କୃତିକା  - ଗୃହିଣୀ ମାନେ କର୍ତବ୍ୟପରିୟଣ ରହିବେ

ରୋହିଣୀ – ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ  ଆଗେଇ ଚାଲିବେ

ମୃଗଶିରା – ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ

ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

 

ମିଥୁନ:

ମୃଗଶିରା  - ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ

ଆଦ୍ରା - ଠିକ ସମୟରେ  କାମ ଆରମ୍ଭ କରନ୍ତୁ ସଫଳତା ପାଇବେ 

ପୁନର୍ବସୁ -  ବୈବାହିକ ଜୀବନରେ ମଧୟରତା ଆସିପାରେ

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ -  ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇ ପାରେ

ପୁଷ୍ୟା –  ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ

ଅଶ୍ଳେଷା -  ହଜମ ଜନୀତ ସମସ୍ୟା ଦେଖା ଦେଇପାରେ

ପ୍ରତିକାର –  ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ:

ମଘା – ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ

ପୂ , ଫାଲଗୁନୀ - ଆଥିକ ସ୍ଥିତି ସୁଦୃଢ ରହିବ

ଉ ,ଫାଲଗୁନୀ – ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହି ହେବେ

ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ବାଣିଜ୍ୟରେ ସଫଳତା ଲାଭ କରିବେ  

ହସ୍ତା – ବାପାଙ୍କ ସାହାର୍ଯ୍ୟରେ ଆପଣଙ୍କର ସବୁକାର୍ଯ୍ୟ ସଂପୂର୍ଣ୍ଣ ହେବ

ଚିତ୍ରା – ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ

ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ

ତୁଳା:

ଚିତ୍ରା – ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ

ସ୍ୱାତୀ – ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ

ବିଶାଖା – ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହୋଇ ପାରନ୍ତି

ପ୍ରତିକାର – ଦେବୀ ମନ୍ଦିର ରେ ଦାନ କରନ୍ତୁ

ବିଛା:

ବିଶାଖା – ଖାଦ୍ୟ, ପାନୀୟ ପ୍ରତି ସଜାଗ ରୁହନ୍ତୁ

ଅନୁରାଧା – ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ

ଜ୍ୟେଷ୍ଠା  –  ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ

ପ୍ରତିକାର – କୁକୁରକୁ କିଛି ଖାଇବା ଖାଇବାକୁ ଦିଅନ୍ତୁ

ଧନୁ:

ମୂଳା – ରାଜନୀତିକ ନେତାଙ୍କ  ଲାଗି ଦିନଟି ଭଲ ରହିବ

ପୂ , ଷାଢା – ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ

ଉ , ଷାଢା – କର୍ତୁପକ୍ଷ ଆପଣଙ୍କ ୁ କୈାଣସି ବଡ ଦାୟିତ୍ୱ ଦେବେ

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:

ଉ , ଷାଢା -  ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ

ଶ୍ରବଣା – କୈାଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି

ଧନିଷ୍ଠା –  ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ

ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ:

ଧନିଷ୍ଠା – ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ

ଶତଭିଷା –  ହଠାତ କୈାଣସି ଖୁସି ଖବର ପାଇବେ

ପୂ , ଭାଦ୍ରପଦ  – ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ

ପ୍ରତିକାର –  କଳା ରାଶି କୁ ପିମ୍ପୁଡିକୁ ଖାଇବାକୁ  ଦିଅନ୍ତୁ

ମୀନ:

ପୂ , ଭାଦ୍ରପଦ - ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ

ଉ , ଭଦ୍ରପଦ - କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ

ରେବତୀ – ଦୀର୍ଘଦିନର ଆଶା ପୂରଣ ହୋଇପାରେ

ପ୍ରତିକାର – କୈାଣସି ସାଧୁଙ୍କୁ ଦାନ କରନ୍ତୁ