• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ, ସୋମବାର। ତିଥି – ୪ର୍ଥୀ ନିଶାନ୍ତ ୦୫/୧୩ ଗତେ ୫ମୀ ଚନ୍ଦ୍ର – ସିଂହ ରାତ୍ରି ୧୦/୨୮ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ, ମକର ରାଶିର, ରାତ୍ରି ୧୦/୨୮ ଗତେ ବୃଷ ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୬ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ 

ଶୁଭ ସମୟ-     
ପ୍ରାତଃ ୦୫/୨୬ ରୁ ୦୭/୦୨  
ଦିବା ୧୦/୩୫ ରୁ ୦୧/୧୦      

ଦିବା ୦୪/୪୩ ରୁ ୦୫/୨୮
ସନ୍ଧ୍ୟା ୦୭/୦୪ ରୁ ୦୯/୧୭
ରାତ୍ରି ୧୧/୫୩ ରୁ ୦୨/୨୮

ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭/୦୨  ରୁ ୦୮/୩୯ 
କାଳବେଳା - ପ୍ରାତଃ ୦୭/୦୨  ରୁ ୦୮/୩୯ 
ବାରବେଳା –ଦିବା ୦୩/୦୬ ରୁ ୦୪/୪୩
କାଳରାତ୍ରି - ରାତ୍ରି ୧୦/୨୯ ରୁ ୧୧/୫୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ
ଦ୍ୱିଜା – ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ
କୃତିକା –  କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ
ପ୍ରତିକାର - ୭ଟି ଜବଧାନକୁ ଗୋମୂତ୍ରରେ ୭ଥର ଧୋଇ ଲାଲ୍‌ କନାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ 

ବୃଷ: 
କୃତିକା- ପାରିବାରିକ ଜୀବନରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି
ରୋହିଣୀ – ଚାକିରିରେ ଅପଦସ୍ତ ହୋଇପାରନ୍ତି 
ମୃଗଶିରା – ସାରା ଦିନ କାମରେ ବ୍ୟସ୍ତ ରହିବେ 
ପ୍ରତିକାର – ମହାଲକ୍ଷ୍ମୀଙ୍କ ଉପାସନା କରନ୍ତୁ

ମିଥୁନ: 
ମୃଗଶିରା-  ଅଚାନକ ଧନଲାଭ ହେତୁ ଆର୍ଥିକ ସ୍ଥିତି ସାମାନ୍ୟ ହୋଇଯିବ
ଆଦ୍ରା -  ବୌଦ୍ଧିକ କ୍ଷମତା ବୃଦ୍ଧି ପାଇବ
ପୁନର୍ବସୁ -  ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିପାରେ
ପ୍ରତିକାର –“ଓଁ ସୋମାୟ ବିଦ୍‌ମହେ ପିତାମ୍ବରାୟ ଧିମହି ତନ୍ନଃ ସୋମଃ ପ୍ରଚେଦୟାତ” ଜପ କରନ୍ତୁ    

କର୍କଟ: 
ପୁନର୍ବସୁ -  ଜୀବନସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ
ପୁଷ୍ୟା –  ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ
ଅଶ୍ଳେଷା -  ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ
ପ୍ରତିକାର – ମା’ ଭୂବନେଶ୍ୱରୀଙ୍କର ମନ୍ତ୍ର ପାଠ କରନ୍ତୁ 

ସିଂହ: 
ମଘା – ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି
ପୂ , ଫାଲଗୁନୀ -  ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ
ଉ ,ଫାଲଗୁନୀ – ଜମିକୁ ନେଇ ଲାଗିରହିଥିବା ବିବାଦ  ସମାପ୍ତ  ହେବ
ପ୍ରତିକାର – ବିଷ୍ଣୁ ମନ୍ଦିରରେ କିଛି ଦାନ କରନ୍ତୁ

କନ୍ୟା: 
ଉ , ଫାଲଗୁନୀ –ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ 
ହସ୍ତା –ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି
ଚିତ୍ରା – ବ୍ୟବସାୟରେ ହାନି ଓ ବ୍ୟଥିତ ହୋଇ ପାରନ୍ତି 
ପ୍ରତିକାର -  ସକାଳୁ କିଛି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ 

ତୁଳା: 
ଚିତ୍ରା – ବ୍ୟବସାୟରେ ଉନ୍ନତି ରହିବ
ସ୍ୱାତୀ – ଯୋଜନା ଭିତ୍ତିକ କର୍ମ କରି ସଫଳତା ପାଇବେ
ବିଶାଖା – କୌଣସି କାର୍ଯ୍ୟରେ ବଡ ଦାୟିତ୍ୱ ନେଇପାରନ୍ତି
ପ୍ରତିକାର –ପର୍ଶୁରାମଙ୍କର ଫଟୋକୁ ପୂଜା କରନ୍ତୁ

ବିଛା: 
ବିଶାଖା – ମହିଳାମାନେ ଆତ୍ମନିର୍ଭରଶୀଳ ହେବେ
ଅନୁରାଧା – ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ
ଜ୍ୟେଷ୍ଠା  – ଠିକ୍‌ ସମୟର ଲାଭ ଉଠାଇ ପାରିବେ
ପ୍ରତିକାର – ରୁଟି ତିଆରି କରି କୁକୁରକୁ ଖାଇବାକୁ ଦିଅନ୍ତୁ

ଧନୁ:
ମୂଳା – କଠିନ ପରିଶ୍ରମର ଫଳ ପାଇ ପାରନ୍ତି 
ପୂ , ଷାଢା – ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ 
ଉ , ଷାଢା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ
ପ୍ରତିକାର – ଅଶ୍ୱତଥ୍ ଗଛରେ ହଳଦିଆ ରଙ୍ଗର ସୂତା ଗୁଡାନ୍ତୁ   

ମକର: 
ଉ , ଷାଢା -  ପଡୋଶୀଙ୍କ ସହିତ ଶତ୍ରୁ ଭାବ ସୃଷ୍ଟି ହୋଇପାରେ   
ଶ୍ରବଣା – ବଦ୍‌ହଜମୀ ଜନିତ ସମସ୍ୟା ଭୋଗିବେ
ଧନିଷ୍ଠା – ବଜେଟକୁ ଧ୍ୟାନରେ ରଖି ରଖି ଖର୍ଚ୍ଚ କରନ୍ତୁ
ପ୍ରତିକାର – ଭଗବାନଙ୍କର ବିଗ୍ରହକୁ ପୂଜା କରନ୍ତୁ

କୁମ୍ଭ: 
ଧନିଷ୍ଠା – ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ
ଶତଭିଷା –ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ
ପୂ , ଭାଦ୍ରପଦ  –ଆପଣଙ୍କର ମନୋବଳ ଉଚ୍ଚ ରହିବ 
ପ୍ରତିକାର – ଶନିଶ୍ଚରାୟ ବିଦ୍‌ମହେ ସୂର୍ଯ୍ୟପୁତ୍ରାୟ ଧିମହି ତନ୍ନଃ ମନ୍ଦ ପ୍ରଚେଦୟାତ” ମନ୍ତ୍ର ଜପ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ
ଉ , ଭଦ୍ରପଦ - କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ
ରେବତୀ –ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହେବ  
ପ୍ରତିକାର – ବୃହସ୍ପତିଙ୍କର ଇଷ୍ଟ ଦେବୀ ମା ତାରାଙ୍କର ପୂଜା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-0674-3527219,9238397100)