• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 24 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଚାଲିଛି ବାରବାଟୀରେ ଟିକେଟ୍ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । More
  • Manoranjan Behera
  • 2 years ago

ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ More
  • Manoranjan Behera
  • 2 years ago

ଡିବିରି ଆଲୁଅରେ ବିତୁଛି ଜୀବନ; ସାତ ସପନ ହୋଇପଡ଼ିଛି ବିଜୁଳିବତୀ

କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ । More
  • Chandan Shishu
  • 2 years ago

ଖୋଲିବ କି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଗୁମର? ପୋଲିସ ହାତରେ ଲାଗିଛି ରହସ୍ୟଜନକ ମୋବାଇଲ୍

ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ।  More
  • Manoranjan Behera
  • 2 years ago

ସୁସ୍ଥ ହେଲେ ଅଭିନେତା ବାବୁସାନ; ଡିସ୍‌ଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । More
  • Chandan Shishu
  • 2 years ago

ମାଆ ହତ୍ୟାର ଲୋମଟାଙ୍କୁରା କାହାଣୀ ପୋଲିସ ଆଗରେ ବଖାଣିଲା ଅଢ଼େଇ ବର୍ଷର କୁନିଝିଅ

ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି। More
  • Manoranjan Behera
  • 2 years ago

ଧାମନଗର ଉପନିର୍ବାଚନ: ପଦ୍ମ ଗଡ଼କୁ ହାତେଇବା ପାଇଁ ବିରୋଧିଙ୍କ ଅଙ୍କକଷା

ଧାମନଗର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ । ପଦ୍ମ ଗଡ଼କୁ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡ଼ି କଂଗ୍ରେସ ବି ଟକ୍କର ଦେବାକୁ ତିଆରି କଲାଣି ରଣନୀତି । More
  • Manoranjan Behera
  • 2 years ago

ମିଳିଲା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲ୍‌: ସାମ୍ନାକୁ ଆସିବ ମୃତ୍ୟୁ ପଛର ଗୁମର

ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। More
  • Manoranjan Behera
  • 2 years ago

ନିଜର ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ବାପାଙ୍କ ଆଶାବାଡ଼ି ସାଜିଛି ଭୋଜରାଜ

ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍‌ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା । More
  • Manoranjan Behera
  • 2 years ago

ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଫୁଟେଜ୍

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ । More
  • Rajalaxmi Sahoo
  • 2 years ago

କୁଆଡ଼େ ଗଲେ ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଫୋନ୍‌ ?

କୁଆଡ଼େ ଗଲେ ମୃତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଫୋନ୍‌ ? ତାକୁ ନେଇ ପ୍ରଶ୍ନ ଉଠିଛି।  More
  • Rajalaxmi Sahoo
  • 2 years ago

କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ- ‘ମୁଁ ସବୁ ଦେଖିଛି, ମୋ ବାପା ହିଁ ମା’କୁ ତଣ୍ଟି ଚିପି ମାରିଛି’

କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ।  More
  • Rajalaxmi Sahoo
  • 2 years ago

ଅଭିନେତା ବାବୁସାନ୍‌ଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି।  More
  • Rajalaxmi Sahoo
  • 2 years ago

ଭାଇରାଲ୍‌ ହେଉଛି ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଭିଡିଓ

ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍‌ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା। More
  • Rajalaxmi Sahoo
  • 2 years ago

‘ତା’ର ସବୁବେଳେ ଟଙ୍କା ଦରକାର ହେଉଥିଲା, ମୋ ଝିଅକୁ ଟର୍ଚର କରୁଥିଲା’

କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।  More
  • Rajalaxmi Sahoo
  • 2 years ago

ମାସ ମାସ ଧରି ସ୍କୁଲ୍‌ ଆସୁ ନାହାନ୍ତି ଦିଦି, ହେଲେ ଘରି ବସି ପାଉଛନ୍ତି ଦରମା...

ମାସ ମାସ ଧରି ସ୍କୁଲ୍‌ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।  More
  • Rajalaxmi Sahoo
  • 2 years ago

ବଞ୍ଚିଥିବା ବେଳେ ପଚାରିଲେନି, ମୃତ୍ୟୁ ପରେ ସମ୍ମାନ ଦେଲେନି: ବୋହୂର ଶବକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ

ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ।  More
  • Rajalaxmi Sahoo
  • 2 years ago

ମିଳିଲା ବିଜେଡି ନେତାଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସ୍‌ବୁକ୍‌ରେ କରିଥିଲେ ଏମିତି ପୋଷ୍ଟ୍‌...

ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। More
  • Rajalaxmi Sahoo
  • 2 years ago

ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର, ସେପଟେ ଆଖି ବୁଜିଲେ ୨ ଶିଶୁ

ଡାକ୍ତରଖାନାରେ ପ୍ରସୂତୀ ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ। ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ୩ ଘଣ୍ଟା ପରେ ଡାକ୍ତର ଆସି ପ୍ରସୂତିଙ୍କ ଆଉ ଥରେ ପ୍ରସବ କରାଇଥିଲେ। ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା। More
  • Rajalaxmi Sahoo
  • 2 years ago

ମନେପଡ଼ନ୍ତି ଅରିନ୍ଦମ...ତାଙ୍କ ରକ୍ତରେ ଥିଲା ସାହସ, ତାଙ୍କ ଶିରା ପ୍ରଶିରାରେ ବହୁଥିଲା କର୍ତ୍ତବ୍ୟନିଷ୍ଠା ଓ ସାମ୍ବାଦିକତା ପ୍ରତି ସମର୍ପଣଭାବ

ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍‌ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ। More
  • Chandan Shishu
  • 2 years ago

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା। More
  • Chandan Shishu
  • 2 years ago

ଟେନସନ୍ ବଢ଼ାଇଲାଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ 

ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ? More
  • Pramod Behera
  • 2 years ago

ଏଣିକି ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କ ପ୍ଲେଟ୍‌ରେ ପରଶାଯିବ ମାଣ୍ଡିଆ ସ୍ନାକ୍ସ

ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍। More
  • Chandan Shishu
  • 2 years ago

ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।  More
  • Chandan Shishu
  • 2 years ago

ଦୁର୍ଗାପୂଜାରେ ବ୍ୟାଣ୍ଡ୍‌, ଡିଜେ ପାଇଁ କଟକଣା

ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି। More