• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 02 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ଫୁଟବଲ୍ ମ୍ୟାଚ୍ ବେଳେ ଦଳାଚକଟା; ୧୭୪ ମୃତ

ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ ।  More
  • Manoranjan Behera
  • 2 years ago

ଟ୍ୱିନ୍‌ସିଟିରେ କଲବଲ ସ୍ଥିତି; ୧ କିଲୋମିଟର ଅତିକ୍ରମ ପାଇଁ ଲାଗୁଛି ଘଣ୍ଟାଏରୁ ଅଧିକ ସମୟ

ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି । More
  • Chandan Shishu
  • 2 years ago

କାର୍ ସିକ୍ରେଟ୍ ଚାମ୍ବରରେ କୁବେର ଭଣ୍ଡାର, ତାମିଲନାଡୁରୁ ବ୍ରହ୍ମପୁରକୁ ହେଉଥିଲା ଚାଲାଣ

ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ଡିସେମ୍ବର ୫ରେ ଏଭଳି ଚୋରାଚାଲାଣ କରି ଗୋଷାଣୀ ନୂଆଁଗାଁ ପୋଲିସ ହାତରେ ଧରାପଡ଼ିଥିଲା ଏହି ଗ୍ୟାଙ୍ଗ୍।  More
  • Chandan Shishu
  • 2 years ago

ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ପଲିଟିକ୍ସ: ନଡ୍ଡାଙ୍କ ମନ୍ତ୍ର ଧରି ବିଜେପିର ଶୁଭାରମ୍ଭ

ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍। More
  • Manoranjan Behera
  • 2 years ago

ଯଦି ଅବସରପ୍ରାପ୍ତ ଚାକିରି ପାଇବେ, ତେବେ ବେକାରୀ ଯିବେ କୁଆଡ଼େ ?

ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା । More
  • Manoranjan Behera
  • 2 years ago

ଧର୍ମେନ୍ଦ୍ର ମୃତ୍ୟୁ ମାମଲା: ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ ଜବତ

କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି । More
  • Rajalaxmi Sahoo
  • 2 years ago

ଆଜି ବି ଗଳିକନ୍ଦି ବୁଲି ମେଢ଼ ଦେଖନ୍ତି ସବ୍ୟସାଚୀ, ହେଲେ ମୁହଁରେ ଥାଏ ରୁମାଲ୍‌

କୋଭିଡ୍‌ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍‌ଧାମ୍‌ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ ସେଲିବ୍ରେସନ୍‌ ମୁଡ୍‌ରେ। More
  • Manoranjan Behera
  • 2 years ago

‘ପାହାଡ଼ରେ ମୁଣ୍ତ ବାଡ଼େଇବା ଯାହା, ବିରୋଧୀ ଦଳ କହୁଥିବା କଥା ତାହା’

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । More
  • Prangyan Parimita
  • 2 years ago

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି କି? ବଦଳିଲା ଏସବୁ ନିୟମ

ଅକ୍ଟୋବର ୧ରୁ ବଦଳି ଯାଇଛି କ୍ରେଡିଟ୍‌ କାର୍ଡ (Credit Card) ସମ୍ପର୍କୀତ ନିୟମ । More
  • Pramod Behera
  • 2 years ago

ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରୁଛନ୍ତି କି; ହୋଇପାରେ ଏହି ୭ ସମସ୍ୟା

ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି କି? ତେବେ ଆପଣଙ୍କୁ କେତେକ ସମସ୍ୟା ଭୋଗିବାକୁ ପଡିପାରେ। ଜାଣନ୍ତୁ ଏହିସବୁ ସମସ୍ୟାଗୁଡିକ କ’ଣ। More
  • Rajalaxmi Sahoo
  • 2 years ago

ଆନ୍ଧ୍ରରୁ ଗିରଫ ହେଲେ ବିଲ୍‌ଡର୍‌ ମନୋଜ ପଣ୍ଡା

ଗିରଫ ହେଲେ ବିଲ୍‌ଡର୍‌ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି। More
  • Prangyan Parimita
  • 2 years ago

ବିକାଶକୁ ଉପହାସ କରୁଛି ଗାଁ ରାସ୍ତା, ଦୀର୍ଘବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ

ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l More
  • Rajalaxmi Sahoo
  • 2 years ago

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।  More
  • Rajalaxmi Sahoo
  • 2 years ago

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଗିରଫ ଭୟ ! ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। More
  • Rajalaxmi Sahoo
  • 2 years ago

ହାଇକୋର୍ଟ ଗଲେ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍‌ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍‌ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। More
  • Rajalaxmi Sahoo
  • 2 years ago

ଶାଶୁ ଘର ଛାଡ଼ିଲେ ଅଭିନେତ୍ରୀ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି।  More
  • Chandan Shishu
  • 2 years ago

ଆଗ ପଛ ହୋଇ ଚାଲିଗଲେ ଭାଇଭଉଣୀ, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ୍

ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍‌ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ। More
  • Chandan Shishu
  • 2 years ago

କ୍ୟାନ୍ସର ରୋଗୀଙ୍କ ଜୀବନ ସହ ଖେଳ, ୧୦ ମାସ ଧରି କର୍କଟ ରୋଗୀଙ୍କୁ ମିଳୁନି ବାୟୋପ୍ସି ରିପୋର୍ଟ

ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା? More
  • Chandan Shishu
  • 2 years ago

ଦିବଂଗତ ଅଭିନେତ୍ରୀ ଅନିତା ଦାସଙ୍କ ସ୍ମୃତିରେ ଅସହାୟଙ୍କୁ ବସ୍ତ୍ରଦାନ

ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ  ଏହା ଥିଲା ଏକ ନିଆରା ପ୍ରୟାସ। More
  • Prangyan Parimita
  • 2 years ago

ପ୍ରିୟ ଶିକ୍ଷୟିତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ More
  • Biswajit Mohanty
  • 2 years ago

ବୁମ୍‌ରା-ଜାଡ଼େଜାଙ୍କ ବିନା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ

ଟି-୨୦ ବିଶ୍ୱକପ୍‌ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍‌ରା ଓ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ? More