Advertisment

ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ରାଜ୍ୟପାଳ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
 Biswa Bhusan Harichandan

Biswa Bhusan Harichandan

ବଦଳିଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ହୋଇଛନ୍ତି। ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ୱିକି ହେଲେ ମଣିପୁର ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। 

Advertisment

ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ସିକିମ, ଝାଡ଼ଖଣ୍ଡ, ଆସାମ, ହିମାଚଳ ପ୍ରଦେଶର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। LT ଜେନେରାଲ କେ.ଟି ପରନାୟକ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ, ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସିକିମ୍ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। 

Advertisment

ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ ସିପି ରାଧାକ୍ରିଷ୍ଣନ୍। ସେହିପରି ଗୁଲାବ ଚାନ୍ଦ କଟାରିଆଙ୍କୁ ଆସାମ ରାଜ୍ୟପାଳ ଦାୟିତ୍ବ ଦିଆଯାଇଛି। ଶିବ ପ୍ରତାପ ଶୁକ୍ଳା ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ।

Biswa Bhusan Harichandan
Advertisment
Advertisment