Advertisment

ମଝି ଚିଲିକାରେ ଅଟକିଲା ଭସାପୋଲ, ଫସିଗଲେ ୧୦୦ ଯାତ୍ରୀ

୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି

author-image
Chandan Shishu
ଅଦ୍ୟତନ ହୋଇଛି
boat stranded in middle of river with 100 passengers

boat stranded in middle of river with 100 passengers

ମଝି ଚିଲିକାରେ ଫସିଲେ ୧୦୦ ଯାତ୍ରୀ। ମଝି ଚିଲିକାରେ ଅଟକିଛି ଯାତ୍ରୀବାହୀ ଭସାପୋଲ। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକିଲା ଭସାପୋଲ। ୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି। ସାତପଡ଼ାରୁ ୧ କିମି ଆସିବା ପରେ ମଝି ଚିଲିକାରେ ଫସିଲା ଏହି ଯାତ୍ରୀବାହୀ ଭସାପୋଲ।

Advertisment

ସ୍ଥାନୀୟ ଡଙ୍ଗା ଦ୍ବାରା ମଝି ଚିଲିକାରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଯେହେତୁ ୧୦୦ରୁ ଅଧିକ ଯାତ୍ରୀ ଅଛନ୍ତି, ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବ। ହେଲେ ପ୍ରଶାସନ ପକ୍ଷରୁ କୌଣସି ଉଦ୍ଧାର କାମ ଆରମ୍ଭ ହୋଇନି। କେବଳ ସ୍ଥାନୀୟ ଲୋକ ଡଙ୍ଗା ସହାୟତାରେ ଉଦ୍ଧାର କରୁଛନ୍ତି। 

Boat Stopped In Chilika
Advertisment
Advertisment