• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Big Jolt To BJD Leader Rabindra Jena
ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟ୍‌କା

ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି।

Elephant poaching accused dies in custody
କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।

orphan child
ବାପାମାଆ ନାହାନ୍ତି, ସାନ ଭାଇ ଭଉଣୀଙ୍କ କଥା ବୁଝୁଛି୯ ବର୍ଷର ଝିଅ

ଦୁର୍ଦ୍ଦଶାରେ କେନ୍ଦ୍ରାପଡ଼ା ଚାରିପୋଖରୀଆ ଗାଁର ଲକ୍ଷ୍ମୀଙ୍କ ପରିବାର, ସହାୟତା ପାଇଁ ଆଗେଇ ଆସିଲେ ଆଇନସେବା ପ୍ରାଧିକରଣ ସଚିବ

accident
ଡମ୍ପରକୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୫ ଗୁରୁତର

ଏନଏଚ୍ ୧୬ ଭଦ୍ରକ ଆଖୁଆପଦାରେ ଦୁର୍ଘଟଣା

Bombing in Baramunda
ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 06 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 06 February 2023
Naba Das
ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।

BRS,Odisha Politics
ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS ।

Matric Exam
ମାର୍ଚ୍ଚ ୧୦ ରୁ ୨୦ ମାଟ୍ରିକ୍‌ ପରୀକ୍ଷା...

ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ । 

Psychiatrist Will Interrogate Gopal
ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

Narsingh Mishra
ମୁଖ୍ୟମନ୍ତ୍ରୀ-ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଗୃହ ବିଭାଗ ଛାଡ଼ନ୍ତୁ ନବୀନ

ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

Dhana Khala project
କାମରେ ଲାଗୁନି ସରକାରଙ୍କ ଧାନ ଖଳା ଯୋଜନା, ରାସ୍ତାରେ ଅମଳ ହେଉଛି ଧାନ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି

  • Sunday, 05 February 2023
Gochar lands haunts
ସବୁ ମୋର ମୋର କହି ଗୋଚର ଜମିକୁ ମାଡ଼ି ବସିଲେ, ଏବେ ବିପଦରେ ଗୋ ସମ୍ପଦ

ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି....

  • Sunday, 05 February 2023
Khandagiri jatra
୫ ଦିନ ହେଲାଣି ଖେଳୁଛି ଗୋଟିଏ ବହି

ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ....

Useful food for Childen during exams
Health Tips: ପରୀକ୍ଷା ସମୟରେ ପିଲାମାନଙ୍କ ପାଇଁ ଉପଯୋଗୀ ଖାଦ୍ୟ

ପରୀକ୍ଷା ସମୟ ପାଖେଇ ଆସିଲେ ସବୁ ପିଲାଙ୍କର ପାଠପଢା ସମୟ ନିଶ୍ଚୟ କିଛି ମାତ୍ରାରେ ବଢିଯାଏ। ପିଲାମାନେ ଘଣ୍ଟାଘଣ୍ଟା ଧରି ନିଜ ପଢା ଟେବୁଲ୍ ପାଖରେ ବସି ରୁହନ୍ତି। ପରୀକ୍ଷା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ପିଲାଙ୍କ ସ୍ମରଣ ଶକ୍ତି ପାଇଁ ଉତ୍ତମ ଅଟେ। ଆସନ୍ତୁ ଜାଣିନେବା…

Union Minister Dharmendra Pradhan Targets Odisha CM
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଧର୍ମେନ୍ଦ୍ର କହିଲେ- ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।

Today Panchang
Today Panchang 5th Feb 2023: ଶୁଭ ମୁହୂର୍ତ୍ତ ଦେଖି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ, ରବିବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି – ପୂର୍ଣ୍ଣିମା ରାତ୍ରି ୧୧.୫୮ ଗତେ ପ୍ରତିପଦ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମେଷ ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Girl marries specially able man in Bhanjanagar
ଚର୍ଚ୍ଚାରେ ମିଟୁ ଓ ଲକ୍ଷ୍ମୀଙ୍କ ଯୋଡ଼ି, ଦୃଷ୍ଟିବାଧିତଙ୍କୁ ଜୀବନ ସାଥି କଲେ ଯୁବତୀ

ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 05 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 05 February 2023
Freedom Fighter Sulakhyana Mohapatra passes away
ଚିରନିଦ୍ରାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର

ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି  ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ।

World Cancer Day
ବିଳମ୍ବରେ ମେଡିକାଲ ଯାଉଥିବାରୁ ବଞ୍ଚିପାରୁନି ରୋଗୀଙ୍କ ଜୀବନ: କ୍ୟାନସର ବିଶେଷଜ୍ଞ

ସାରା ରାଜ୍ୟରେ ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି।

Police DG to change SOP of PSOs
ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର

ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?