ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ମାତ୍ର ୬ ଟଙ୍କା ପାଇଁ ଗଣିଲେ ୨୫ ହଜାର ଟଙ୍କା। ଗ୍ରାହକଙ୍କୁ କ୍ୟାରି ବ୍ୟାଗ୍ ବିକ୍ରି କରିବାରୁ ଏକ ସପିଂ ମଲ୍ ଉପରେ ଏହି ଫାଇନ୍ ପଡ଼ିଛି।
ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।
ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ।
ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।
ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି।
ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?
ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୨ଜଣ ଆହତ ହୋଇଛନ୍ତି।
ପରିଣତ ବୟସରେ ସେବା ତ ଦୂରର କଥା ବରଂ ପର କରିଦେଲେ ତିନିପୁଅ ।
ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରୀ ଆଗାମୀ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍କୁ ନେଇ ଟ୍ୱିଟ୍ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତକୁ ଜିମ୍ବାୱେ ହରେଇବା କଥା ସେ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ।
୨୪ ସାଧାରଣ ନିର୍ବାଚନ ପାଇଁ ଏହି ବାଇଇଲେକ୍ସନ ଅନେକ କିଛି ସଙ୍କେତ ଦେବ ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି।
ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼।
ମହାମହିମ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।
ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।
ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ ।
୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
OSSC ଦ୍ୱାରା ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୯୪୩ ଜଣ ପ୍ରାର୍ଥୀ ନିଯୁକ୍ତ ହେବେ। ଜାଣନ୍ତୁ କିପରି କରିବେ ଆବେଦନ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି।
ପାରିବାରିକ କଳହ ମୁଖ୍ୟତଃ ରୋଷେଇ ଘର ଏବଂ ଆର୍ଥୀକ ସମସ୍ୟା କାରଣରୁ ଲାଗି ରହିଥାଏ। ଏବେ ଆସନ୍ତୁ ଜାଣିବା ଆଗ୍ନେୟ କୋଣରେ କେଉଁ କାରଣ ଦୋଷତୃଟି ଉତ୍ପନ୍ନ କରିଥାଏ ଓ ଏହାକୁ କିପରି ନିରାକରଣ କରାଯାଇ ପାରିବ।
ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।
ଖଳାଗଡ଼ିଆ ସ୍କୁଲର ୨୨ ଓ ୨୩ନଂ ବୁଥରେ ରିଗିଂ ଅଭିଯୋଗ