ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୬ଷ୍ଠୀ ଦିବା ୧୧.୦୬ ଗତେ ୭ମୀ ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୦୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Also Read
ଶୁଭ ସମୟ:
ପ୍ରାତଃ-୦୭.୩୯ ରୁ ୦୮.୫୫
ଦିବା-୧୧.୫୯ ରୁ ୧୨.୫୯
ଦିବା-୦୨.୨୦ ରୁ ୦୨.୫୩
ଦିବା-୦୨.୩୬ ରୁ ୦୩.୪୨
ରାତ୍ରି-୦୨.୪୨ ରୁ ୦୩.୩୫
ଅଶୁଭ ସମୟ:
ରାହୁକାଳ- ଦିବା ୦୮.୫୫ ରୁ ୧୦.୧୬
କାଳବେଳା- ପ୍ରାତଃ ୦୬.୧୨ ରୁ ୦୭.୩୪ ଓ ଦିବା ୦୩.୪୨ ରୁ ୦୫.୦୩
ବାରବେଳା- ଦିବା ୧୨.୫୯ ରୁ ୦୨.୨୦
କାଳରାତ୍ରି- ସନ୍ଧ୍ୟା ୦୫.୦୩ ରୁ ୦୬.୪୨ ଓ ନିଶାନ୍ତ ୦୪.୩୪ ରୁ ୦୬.୧୩