• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Exercises for relief from waist pain
Health Tips: ଅଣ୍ଟାବିନ୍ଧାରୁ ଆରାମ ପାଇଁ କରନ୍ତୁ ଏହିସବୁ ବ୍ୟାୟାମ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହା ଯେ କେବଳ ପୀଡାର କାରଣ ହୁଏ ତା’ ନୁହେଁ ବର° ମଣିଷର ଦୈନନ୍ଦିନ ଜୀବନରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପଢନ୍ତୁ…

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 09 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 09 April 2023
NCERT Exam Pattern
ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।

Odisha man’s zeal & skill to speak reverse Odia
ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।

  • Saturday, 08 April 2023
mla sushant Singh is out form Jharsuguda by election duty
ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍

  • Saturday, 08 April 2023
  • BJD
Grand farewell
ବିରଳ ବିଦାୟ: ଘୋଡ଼ା ଗାଡ଼ିରେ ବସାଇଲେ, ଡିଜେ..ଢୋଲ ବଜାଇ ନାଚିଲେ

ସାର୍‌ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ

Odia Electric bill
ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ଓଡ଼ିଆରେ ମିଳିବ ବିଲ୍‌

ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି। 

Man gives divorce to wife after turning victim of cyber fraud
ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

7 years old boy dies after school gate collapse in Athagarh
ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।

MIL Teacher
ସାହିତ୍ୟ ପଢାଉଥିଲେ ସାର୍, ଛାତ୍ରୀଙ୍କୁ ବାଇକ୍‌ରେ ନେଇ...

ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍‌ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍‌

3 killed in lightning strikes, thunderstorm in karanjia
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ

ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। 

dilapidated building
ଏମାନେ ସରକାରଙ୍କ ସାବତ ପୁଅ ! ଭଙ୍ଗା ଘରେ ଚାଲିଛି ପାଠପଢା

ଯେଉଁଠି ବାଲି, ଚିପ୍ସ...ସେଇଠି ପାଠପଢା । ଝରକା ନାହିଁ କବାଟ ନାହିଁ...ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା । ମହୁଲ, କେନ୍ଦୁ ପାଚିବାରୁ ଭାଲୁ ଭୟ ବି ରହିଛି । କିନ୍ତୁ ପ୍ରଶାସନ ଚେଇଁ ଶୋଇଛି

Food Poisoning
ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି।

Toilet & cowshed built in front of houses
ଅଦ୍ଭୁତ ଗାଁ : ସବୁ ଘର ଆଗରେ ପାଇଖାନା ସହ ଗୁହାଳ

ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଭୁଲ ହେବନି। ଇଏ ଏମିତି ଏକ ଗାଁ ଯେଉଁଠି ପ୍ରତି ଘର ସାମ୍ନାରେ ପାଇଖାନା ସହିତ ରହିଛି ଗୁହାଳ । ଅପରିଷ୍କାର ପାଣିର ଦୁର୍ଗନ୍ଧରେ ଫାଟୁଛି ପୂରା ଗାଁ । ଏନଏସିରେ ଥିବା ପରେ ବି ସ୍ୱଚ୍ଛତା ଯେମିତି ୟାଙ୍କୁ ସ୍ପର୍ଶ କରୁନି।

Visually impaired children
ଏ କି ବ୍ୟବସ୍ଥା ? ଦୃଷ୍ଟିହୀନ ପିଲାଙ୍କୁ ମିଳୁନି ସରକାରୀ ସୁବିଧା

ଆଜବେଷ୍ଟସ ଛପର ଘରେ ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ଚାଲିଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଦୃଷ୍ଟିବାଧିତ ପିଲା ସେଠାରେ ପାଠ ବି ପଡୁଛନ୍ତି । ହେଲେ ଶ୍ରେଣୀ ଗୃହର ଅନେକ କାନ୍ଥ ଦୁର୍ବଳ ଅବସ୍ଥାରେ ରହିଛି । ବର୍ଷା ହେଲା ମାତ୍ରେ ଆଜବେଷ୍ଟସରୁ ପାଣି ବି ଗଳୁଛି । ତେଣୁ ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ପିଲା ।

  • Saturday, 08 April 2023
Samarth Death Case
‘କାଲି ୯୦ ଲକ୍ଷ ଟଙ୍କା ଧରି ହାୱଡ଼ା ଷ୍ଟେସନରେ ବସିବୁ, ତତେ ଛୁଆ ମିଳିଯିବ’

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଓଟିଭି ହାତରେ ଲାଗିଛି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ।

Today Panchang
Today Panchang 8th April 2023: ଜାଣନ୍ତୁ ଘାତ ଚନ୍ଦ୍ର ଓ ଘାତ ବାର...ଏହି ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ

Pension
ଲଢେଇ କରି କରି ମରିଗଲେ...ପେନସନ୍‌ ପାଇଲେନି

ସରକାରୀ ଚାକିରି କରିଥିଲେ, ପେନସନ୍‌ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି

Incompetent doctor from Balasore leaves patient half operated
ଅଧା ଅପରେସନ୍‌ରୁ ହାତ ଟେକିଦେଲେ ଡାକ୍ତର, କହିଲେ- ରୋଗୀଙ୍କ ଅବସ୍ଥା ସିରିୟସ୍‌, ବଡ଼ ହସ୍ପିଟାଲକୁ ନେଇ ଯାଅ...

ଅଧା ଅପରେସନ୍‌ରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ରୋଗୀଙ୍କ ଅବସ୍ଥା ସିରିୟସ୍‌। ବାଲେଶ୍ୱରରେ ଅପରେସନ୍‌ ହୋଇପାରିବ ନାହିଁ। କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ଼ ହସ୍ପିଟାଲକୁ ନେଇ ଯାଅ। ଏହା କହି ମହିଳାଙ୍କ ପେଟରେ ଷ୍ଟିଚ୍ ପକାଇ ପଳାଇଲେ ଡାକ୍ତର।

  • Saturday, 08 April 2023
corona
ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକୁ ୧୦୦ରୁ ଅଧିକ ରୋଗୀ

ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।

  • Saturday, 08 April 2023
  • Corona
Weather News
କାଳବୈଶାଖୀ ! ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ।

Untimely rainfall
ଚାଷୀ ଆଖିରେ ଲୁହ ଆଣିଲା ଅଦିନିଆ ବର୍ଷା

ସବୁ ସାରିଦେଲା ଅଦିନିଆ ବର୍ଷା । ହିଡ଼ ମୁଣ୍ଡରେ ବସି କାନ୍ଦୁଛି ଚଷା ପୁଅ । ଋଣ ଟଙ୍କା କେମିତି ସୁଝିବ? ରାତିରେ ନିଦ ହେଉନି । ସେପଟେ ବେପାରୀଙ୍କର ବି ଦେଖାନାହିଁ

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 08 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 08 April 2023
CM Naveen Patnaik visits Nippon Steel's plant in Japan
ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ, ପୁରୁଣା ବହିରେ ନୂଆ ମଲାଟ କହିଲେ ବିରୋଧୀ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ।