• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

ଶୁଭ ସମୟ...    

ଦିବା ୧୦.୧୬ ରୁ ୦୧.୦୨
ରାତ୍ରି ୦୮.୧୮ ରୁ ୧୦.୩୮

ରାତ୍ରି ୧୨.୧୧ ରୁ ୦୧.୪୪
ରାତ୍ରି ୦୨.୩୧ ରୁ ୦୪.୦୪

ଅଶୁଭ ସମୟ...

ଋାହୁକାଳ – ଦିବା ୦୮.୪୩ ରୁ ୧୦.୧୬ 
କାଳବେଳା – ପ୍ରାତଃ ୦୫.୩୮ ରୁ ୦୭.୧୧ ଓ ଦିବା ୦୪.୨୬ ରୁ ୦୫.୫୯
ବାରବେଳା – ଦିବା ୦୧.୨୧ ରୁ ୦୨.୫୩
କାଳରାତ୍ରି –  ସନ୍ଧ୍ୟା ୦୫.୫୯ ରୁ ୦୭.୨୬ ଓ ରାତ୍ରି ୦୪.୧୦ ରୁ ୦୫.୩୭