• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Victim

Panikoili Loot Victim
Panikoili Loot Victim: ପାଣିକୋଇଲିରେ ଗୁଳିକାଣ୍ଡ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Victim of chit fund scams
Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।

Wedding
ରାଜଧାନୀରେ ମ୍ୟାରେଜ୍ ରାକେଟ୍; ବୁଲୁଛନ୍ତି ମିଛ କନିଆଁ, ପୁଅ ଘର ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍

ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ ।

Judicial Inquiry
'ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଆମ କଥା ଶୁଣିଛନ୍ତି' : ପୀଡ଼ିତା

ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭରତପୁର ଥାନା ଘଟଣାର ପୀଡ଼ିତା ।

Police
ପୋଲିସର ନୀରବତାରେ ତାଜୁବ ଅଭିଯୋଗକାରୀ

ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପାଟି ଚୁପ୍ ... ମାମଲା ନେଇ ମୁହଁ ଖୋଲୁନି କମିଶନରେଟ ପୋଲିସ ... ପୋଲିସର ନୀରବତା ଦେଖି ତାଜୁବ ଅଭିଯୋଗକାରୀ ... ଗତ ଜାନୁଆରୀ ୩୧ରେ ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଆଗକୁ ବଢିନଥିବା ଅଭିଯୋଗ ହୋଇଛି..

Man gives divorce to wife after turning victim of cyber fraud
ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।