• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 14 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ; ରଙ୍ଗ ଭରିଦେଲା ମେଘୁଆ ପାଗ

ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ। More
  • Chandan Shishu
  • 2 years ago

୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ। More
  • Sarbeswar
  • 2 years ago

ଓଲିଉଡ୍‌କୁ କାଷ୍ଟିକାଉଚ୍‌ର ଅଭିଶାପ୍‌ : ବିନା କମ୍ପ୍ରମାଇଜରେ ଅଭିନୟ କରିବା ଅସମ୍ଭବ କି?

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି। More
  • Manoranjan Behera
  • 2 years ago

ରବି ଋତୁରେ ବି ମଣ୍ଡି ଯନ୍ତ୍ରଣା; ମାର୍କେଟ୍ ୟାର୍ଡରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି । More
  • Chandan Shishu
  • 2 years ago

ଅଘୋଷିତ ପାୱାର କଟ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର, ହରଡ଼ଘଣାରେ ଶକ୍ତି ବିଭାଗ !

ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍‌କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି? More
  • Chandan Shishu
  • 2 years ago

ମଟନ ପାଇଁ ଭାଙ୍ଗିଗଲା ବାହାଘର, ଏକଥାକୁ ମିଛ କହିଲେ ବରପକ୍ଷ

ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର More
  • Chandan Shishu
  • 2 years ago

ଡେଡ୍‌ଲାଇନ୍‌ ପୂର୍ବରୁ କାମ ସରୁନଥିବାରୁ ଠିକା ସଂସ୍ଥାକୁ ୪ କୋଟିର ଜରିମାନା

ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ। More
  • Satyendu Shekher Mishra
  • 2 years ago

ତାତିରେ ଲାଗିଲା ବ୍ରେକ୍, ରାଜ୍ୟରେ ୭ରୁ ୮ ଡିଗ୍ରୀ କମିଲା ତାପମାତ୍ରା

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ରାତି ତାପମାତ୍ରା ୩୧ ଡିଗ୍ରୀ ପାର୍ କରିଥିବା ବେଳେ ଏହା ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଅଧିକ ଥିବା ପାଣିପାଗ ବିଭାଗ କହିଛି। More
  • Satyendu Shekher Mishra
  • 2 years ago

ପହିଲି ରଜରେ ଗାଁଠୁ ସହର, ଚାରି ଆଡ଼ ଉତ୍ସବ ମୁଖର

ରଜରେ ପାନ ଖାଇ ଦୋଳି ଖେଳନ୍ତି, ରଜଦୋଳି ଗୀତ ଗାଆନ୍ତି । କେବଳ ଝିଅ ନୁହେଁ ରଜ ତିନିଦିନ ପୁଅମାନେ ବି ମଉଜରେ ମାତନ୍ତି। More
  • Satyendu Shekher Mishra
  • 2 years ago

ଯୌତୁକରେ ବାଇକ୍ ମାଗିଥିଲା ବର ! ଏବେ କାନ୍ଦି କାନ୍ଦି କ୍ଷମା ମାଗୁଛି...

ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି ବୋଲି କହିଛି ବର । ଏବେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଛି । More
  • Satyendu Shekher Mishra
  • 2 years ago

ଭୁବନେଶ୍ୱର ଭଷାଣ ତ୍ସବର ପ୍ରତିଷ୍ଠାତା ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ । More
  • Prangyan Parimita
  • 2 years ago

ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ More
  • Satyendu Shekher Mishra
  • 2 years ago

ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା କାର ! ଚାଲିଗଲା ୫ ଜୀବନ

ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । More
  • Tanmay Kumar Mahalik
  • 2 years ago

Today Panchang 14th June 2023: ଜାଣନ୍ତୁ ଶୁଭ-ଅଶୁଭ ସମୟ, କେଉଁ ରାଣି ପାଇଁ ରହିଛି ଘାତ ବାର

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ । More
  • Chandan Shishu
  • 2 years ago

ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। More
  • Chandan Shishu
  • 2 years ago

ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି। More
  • Chandan Shishu
  • 2 years ago

ଦୁର୍ନୀତିରେ ବୁଡ଼ିଥିବା IASଙ୍କ ପ୍ରତି କାହିଁକି ଏତେ ଦରଦ ?

ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। More
  • Prangyan Parimita
  • 2 years ago

ସାହସୀ ଯୁବତୀ ଦେବକୀ ଦିଗାଲ୍! ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ । More
  • Pramod Behera
  • 2 years ago

Ratha Jatra 2023: କାହିଁକି ହୁଏ ମହାପ୍ରଭୁଙ୍କ ରଥଯାତ୍ରା; କ’ଣ କୁହେ ପୁରାଣ

ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଋଗ୍‌ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣ… More