ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ OSSC ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୯ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ପରୀକ୍ଷା।
MPHW ପଦବୀରେ ନିଯୁକ୍ତି ପାଇଁ କାର୍ଯ୍ୟକ୍ଷମ ହୋଇଛି ଅନ୍ଲାଇନ୍ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କର ମୋଟ ୨୭୫୩ ପଦବୀ ପୂରଣ ହେବ। ଦରମା ୬୯ ହଜାର।
OSSSC MPHW ପଦବୀରେ ଚାକିରି ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୭୫୩ ANM ଷ୍ଟାଫ୍ ନର୍ସ ପଦବୀ ପୂରଣ ହେବ। ଅନ୍ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯିବ।