ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।
ଯୌତୁକ ଲୋଭୀ ରାକ୍ଷସଙ୍କୁ ଉଚିତ ଜବାବ ଦେଇଛନ୍ତି ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମର ଲିଜା ମେହେର।
ଯୌତୁକ ପାଇଁ ଶାଶୁ ଓ ନଣନ୍ଦଙ୍କ ମାଡ଼ରେ ବୋହୂର ହାତ ଭାଙ୍ଗିଲା । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ ହେଲା । ଏପରି ଏକ ଅଭିଯୋଗ ଆସିଛି ସୋର ଥାନା ପୋଡାଡିହା ଗାଁରୁ ।
ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି ବୋଲି କହିଛି ବର । ଏବେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଛି ।
ଯୌତୁକ ବାବଦରେ ବାଇକ ମାଗି ହଟହଟା ବର। ବାହା ଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ।
ଯୌତୁକ ଜୁଇରେ ଜଳିଗଲା ଦୁଇ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।