• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

 

ଶୁଭ ସମୟ

ପ୍ରାତଃ ୦୭.୪୯ରୁ ୦୮.୨୯

ଦିବା ୧୦.୦୭ରୁ ୧୧.୨୦

ଦିବା ୦୧.୫୮ରୁ ୦୫.୨୯

ସନ୍ଧ୍ୟା ୦୬.୨୨ରୁ ୦୯.୫୮

ରାତ୍ରି ୧୨.୦୮ରୁ ୦୧.୩୫

ଅଶୁଭ ସମୟ

ଋାହୁକାଳ– ଦିବା ୧୧.୪୬ରୁ ୦୧.୨୫

କାଳବେଳା– ଦିବା ୦୮.୨୯ରୁ ୧୦.୦୭

ବାରବେଳା– ଦିବା ୧୧.୪୬ରୁ ୦୧.୨୫

କାଳରାତ୍ରି– ରାତ୍ରି ୦୨.୨୯ରୁ ୦୩.୫୦