
ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି 83 ଦିନ ପରେ ଫେରିଲେ । ସାଇକେଲରେ 9340 କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ
ସ୍ୱାଧୀନତାର ୭ ଦଶନ୍ଧି ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।
ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।
ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି।
ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର।
ନୀଳଗିରିରେ ନିର୍ମାଣ ନୂତନ ରେଲ୍ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍ ସେଠାରେ ପହଞ୍ଚିଥିଲେ।
ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆସନ୍ତା ୧୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…
ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?
ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।
ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ ।
ଯଦି ଆପଣ ଓଡ଼ିଶାରେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ ଜିଲ୍ଲା କଣ୍ଟିଲୋରେ ଥିବା ନୀଳମାଧବ ମହାବିଦ୍ୟାଳୟରେ ଅଧ୍ୟାପକ ପାଇଁ ବିଜ୍ଞପ୍ତି ବାହାରିଛି।