/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692177760.jpg)
MP Pratap Sarangi awards sit-up punishment to illegal liquor sellers on road in Nilagiri
ମଦ୍ୟପଙ୍କୁ କାନ ଧରାଇ ବସଉଠ୍ କରାଇଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନିର୍ମାଣ ନୂତନ ରେଲ୍ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍ ସେଠାରେ ପହଞ୍ଚିଥିଲେ।
Advertisment
ସାଂସଦଙ୍କୁ ଦେଖି ସେଠାରେ ମଦ୍ୟ ପାନ କରୁଥିବା ଲୋକେ ଓ ବେପାରୀ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ କିଛିଜଣ ରହିଯାଇଥିଲେ। ପ୍ରତାପ ଷଡଙ୍ଗୀ ସେମାନଙ୍କୁ ଅଟକାଇ କାନ ଧରି ବସଉଠ୍ କରାଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)