ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ
ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାକୁ କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା ବେଳେ ଆମେ ଆପଣଙ୍କୁ ଜଣାଉଛୁ ସହଜ ଓ ସରଳରେ..
ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା
ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।
ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।
ସେ ବି ଜଣଙ୍କର ମା’ , ହେଲେ ଏତେ ନିର୍ଦ୍ଦୟ କିପରି ହୋଇପାରିଲା । ଶିଶୁକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲା ଚାକରାଣୀ ।
ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ କଠୋର ନିୟମ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।
ବାପାଙ୍କ କଥା ମନେ ପକାଇ ବିକଳ ହୋଇ କାନ୍ଦୁଛି କୁନି ଝିଅ । ଆଖିର ଲୁହ ତା’ର ବାପାଙ୍କ ଯନ୍ତ୍ରଣା ବଖାଣୁଛି ।
ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ଘେରକୁ ଆସିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି।
ଫସେଇ ଦେଲା ଫିଲ୍ମ ପୁଷ୍ପା। ଫିଲ୍ମ ଦେଖି କ୍ଷୀର ଗାଡ଼ିରେ ଚୋରି କରୁଥିଲା ରକ୍ତ ଚନ୍ଦନ କାଠ...ପୋଲିସ ଧରିବା ପରେ ବି ନରମିନଥିଲେ ବରଂ କହିଥିଲେ ମେଁ ନେହିଁ ଝୁକୁଙ୍ଗା...ଏବେ ଗିରଫ ହୋଇ ଥାନାରେ ରାତି କାଟୁଛନ୍ତି ଡ୍ରାଇଭର, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ହାତ ଟେକି ଦେଲେ ସରକାର, କହିଲେ- ଆଳୁ, ଟମାଟର ଏବଂ ପିଆଜ ଦାମ ପାଣିପାଗ ଉପରେ ନିର୍ଭର କରେ
କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର
ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି।
ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୮୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ଦିଲ୍ଲୀ ବିଜେପି ଦଳ ।
କେନ୍ଦ୍ର ସରକାରଙ୍କ ମନମୁଖୀ ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ତୁରନ୍ତ ଉଠାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ବିଜେଡି ସାଂସଦମାନେ
ୱିଣ୍ଟର ଅଲିମ୍ପିକ ଉଦଘାଟନୀକୁ ଯିବନି ଭାରତ । ଚୀନରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ ଉଦଘାଟନୀକୁ ବର୍ଜନ କରିଛି ଭାରତ । ଭାରତ ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ।
ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପି ସଚେତନତା, ନିରାକରଣ ଏସାଙ୍ଗକୁ କ୍ୟାନସର ରୋଗୀ ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ ।
ଚଳିତବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପୁଷ୍ପରାଜ କେବେ ନଇଁବେନି, ପୋଲିସ୍ ହାତରେ କେବେ ଧରାପଡ଼ିବେନି। ଏହି କଥା କେବଳ ଫିଲ୍ମରେ ହିଁ ସମ୍ଭବ। କାରଣ, ଏଠି ପୁଷ୍ପରାଜ ନଇଁଛନ୍ତି, ଗିରଫ ବି ହୋଇଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂ ହନୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଗତକାଲି ଭୂପିନ୍ଦରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି।