• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Red Sandalwood

Red sandalwood
ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

ଖୋଲା ଆକାଶ ତଳେ ଗଦା ହୋଇଛି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି । ମୋଟେଇ ଯେମିତି ଲମ୍ବା ବି ସେମିତି । ବାହାରେ ପଡ଼ିଛି, ଯେତିକି ଏ ଘର ଭିତରେ ରହିଛି ତାଠାରୁ ଢେର୍ ବେଶି । ଏ କାଠ ଗଣ୍ଡି ଏମିତି ସେମିତି ଗଛର ନୁହେଁ ବରଂ ବହୁ ମୂଲ୍ୟ ରକ୍ତଚନ୍ଦନର ଗଣ୍ଡି । ପ୍ରାୟ ୮ ଶହରୁ ୯ ଶହ ମାଟ୍ରିକ ଟନର ରକ୍ତଚନ୍ଦନ ଗଣ୍ଡି ଏମିତି ଅସୁରକ୍ଷିତ ଅବସ୍ଥାରେ ପଡ଼ିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ହେଲେ ଦୁର୍ଭାଗ୍ୟ ଏ ମୂଲ୍ୟବାନ ରକ୍ତଚନ୍ଦନ ସୁରକ୍ଷା ପାଇଁ ବନ୍ଧା ହୋଇଛି ଗୋଟିଏ ବାଉଁଶ ଧଡ଼ା ଆଉ ଖଣ୍ଡିଏ ବାଡ଼ି ହାତରେ ଧରି ଜଗିଛନ୍ତି ଜଣିଏ ମାତ୍ର ଘରୋଇ ସିକ୍ୟୁରିଟି ଗାର୍ଡ ।

Red sandalwood
ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

ତିତିଲି ବାତ୍ୟାରେ ଭାଙ୍ଗି ପଡ଼ିଥିଲା ଦୁର୍ମୂଲ୍ୟ ରକ୍ତ ଚନ୍ଦନ ଗଛ,ବ୍ରହ୍ମପୁରରେ ରକ୍ତ ଚନ୍ଦନ କାଠକୁ ସାଇତିଛି ଓଏଫଡିସି

Red sandalwood smuggling
'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା

Smuggle Red Sandalwood In \'Pushpa\' Style
ଓଡ଼ିଶାରେ ପୁଷ୍ପା ସିନେମା ଷ୍ଟାଇଲରେ ଚୋରି ହେଉଛି ଚନ୍ଦନ କାଠ

ରାତି ଅଧରେ ଚନ୍ଦନ କାଠ ଚୋର ଆସି ଚୋରି କରି ନେଇ ପଳାଉଛନ୍ତି ବହୁମୂଲ୍ୟ ଚନ୍ଦନ କାଠ। ଏମିତିକି ସରକାରୀ ଅଫିସରେ ଥିବା ଚନନ୍ଦ କାଠକୁ ବି ଛାଡ଼ୁ ନାହାନ୍ତି। ପୁଷ୍ପା ସିନେମାର ହାୱା ଏବେ ତାଙ୍କୁ ବେଶି ବାଇ କରିଛି। ଦେଖନ୍ତୁ କେନ୍ଦୁଝରରୁ ରିପୋର୍ଟ

Man Tries To Smuggle Red Sandalwood Arrested
‘ପୁଷ୍ପରାଜ’ ନଇଁଲେ, ଗିରଫ ବି ହେଲେ...

ପୁଷ୍ପରାଜ କେବେ ନଇଁବେନି, ପୋଲିସ୍ ହାତରେ କେବେ ଧରାପଡ଼ିବେନି। ଏହି କଥା କେବଳ ଫିଲ୍ମରେ ହିଁ ସମ୍ଭବ। କାରଣ, ଏଠି ପୁଷ୍ପରାଜ ନଇଁଛନ୍ତି, ଗିରଫ ବି ହୋଇଛନ୍ତି।