Advertisment

ରାଜ୍ୟ ସଭାରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ

କେନ୍ଦ୍ର ସରକାରଙ୍କ ମନମୁଖୀ ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ତୁରନ୍ତ ଉଠାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ବିଜେଡି ସାଂସଦମାନେ

author-image
Sarbeswar
Rice Issue

Rice Issue

ଓଡ଼ିଶାରେ ଉଷୁନା ଚାଉଳ ଉଠାଉନି ଏଫ୍ସିଆାଇ। ସିଧା ପାର୍ଲାମେଣ୍ଟରେ ଏହି ଅଭିଯୋଗ କରିଛି ବିଜେଡି। ରାଜ୍ୟସଭାର ଶୂନ୍ୟକାଳରେ ଆଜି ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ। ବଳକା ଉଷୁନା ଚାଉଳ ଏଫ୍ସିଆଇ ଉଠାଉନଥିବାରୁ ବହୁ ଚାଷୀଙ୍କ କ୍ଷତି ହେଉଥିବା ଅଭିଯୋଗ କରିଛି ବିଜେଡି।

Advertisment

କେନ୍ଦ୍ର ସରକାରଙ୍କ ମନମୁଖୀ ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ତୁରନ୍ତ ଉଠାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ବିଜେଡି ସାଂସଦମାନେ। ସେପଟେ ଏହାର ଜବାବ ରଖିଛି ବିଜେପି।

Rajya Sabha BJP MP
Advertisment
Advertisment