• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lata Mangeshkar Death

Lata Mangeshkar
ଅଧୁରା ରହିଗଲା ଲତାଙ୍କର ଓଡ଼ିଆ ଭଜନ ଗାଇବା ସ୍ୱପ୍ନ

୮ଟି ଗୀତ ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଗୋଟିଏ ଗୀତ ଗାଇବାକୁ ପସନ୍ଦ କରିଥିଲେ।

Cremation
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଲତାଙ୍କ ଶେଷକୃତ୍ୟ: ତିନି ସେନାଙ୍କ ପକ୍ଷରୁ ମିଳିଲା ଗାର୍ଡ ଅଫ୍ ଅନର୍

ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ।

Lata Mangeskar Love for Cricket
କ୍ରିକେଟ୍ ପାଇଁ ଲତାଙ୍କ ଅହେତୁକ ଦୁର୍ବଳତା: ବିସିସିଆଇର ସମ୍ମାନ ବଞ୍ଚାଇଥିଲେ ସୁର ସମ୍ରାଜ୍ଞୀ

କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।

Lata Mangeshkar Dies
ଦିନ ଥିଲା କେବଳ ଚା’, ବିସ୍କୁଟ ଖାଇ ସାରାଦିନ ରହି ଯାଉଥିଲେ ଲତା...

ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା  ଛୁଇଁ ଯିବ। 

Lata Mangeshkar Dies
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ,୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।

Legendary Singer Lata Mangeshkar Dies
ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।