• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lata Mangeshkar Passes Away

Lata Mangeshkar passes away
ଶେଷ ଇଚ୍ଛା ଥିଲା ଜଗନ୍ନାଥଙ୍କ ପାଇଁ ଗାଇବେ ଗୀତ, ହେଲେ...

ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ

Lata Mangeshkar
ସ୍ୱରସ୍ୱତୀଙ୍କ ଆଶୀର୍ବାଦ ପାଇଥିଲେ, ଆଜି ଆଖି ବୁଜିଲେ

ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

Lata Mangeshkar Passes Away
ପରଲୋକରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ