ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପି ସଚେତନତା, ନିରାକରଣ ଏସାଙ୍ଗକୁ କ୍ୟାନସର ରୋଗୀ ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ ।