ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍ ଲିଭ୍-ଇନ୍ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ ।
ଯେଉଁମାନେ ପ୍ରକୃତରେ କାହାକୁ ଭଲ ପାଆନ୍ତି ଆଉ ଧୋକା ଖାଇଲା ପରେ ସେମାନେ ଅନୁଭବ କରନ୍ତି ଯେପରି ସେମାନଙ୍କର ଦୁନିଆ ଶେଷ ହୋଇଯାଇଛି। ଧୀରେ ଧୀରେ ସେମାନେ ଚାପ, ଚିନ୍ତା ଏବଂ ଉଦାସୀନତାକୁ ଚାଲିଯାଆନ୍ତି। ତେବେ ଆସନ୍ତୁ ଜାଣିବା ୫ଟି ଟିପ୍ସ ଯାହା ଆପଣଙ୍କୁ ବ୍ରେକ୍ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ।
ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି।
ଲିଭ୍ ଇନ୍ ସମ୍ପର୍କ(Live In Relationship)କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଲିଭ୍ ଇନ୍ରୁ ଜାତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତି।
୧୯ ବର୍ଷର ଯୁବକ ଓ ୨୧ ବର୍ଷୀୟ ଯୁବତୀ ଏକାଠି ରହିବା ପାଇଁ ଚାହୁଁଥିଲେ । କିନ୍ତୁ ଝିଅଙ୍କ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହଲି ପୋଲିସରେ ମଧ୍ୟ ଆବେଦନ କରିଥିଲେ ୧୯ ବର୍ଷୀୟ ଯୁବକ । କାରଣ ପରିବାରର ପ୍ରତିଷ୍ଠା ଦୃଷ୍ଟିରୁ ଉଭୟଙ୍କୁ ମାରିବାକୁ ଧମକଚମକ ଦେଉଥିଲେ ଝିଅର ପରିବାର ଲୋକ । ଅନ୍ୟପଟେ ଆବେଦନକାରୀ ସାବାଳକ ହୋଇଥିଲେ ସୁଦ୍ଧା ବିବାହ ବୟସ ହୋଇନଥିବା ଦର୍ଶାଇଥିଲେ । ବିବାହ ବୟସ ହେବା ମାତ୍ରେ ଉଭୟେ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।