ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ବଞ୍ଚାଇବା ପାଇଁ ମୋଦିଙ୍କ ଗୁରୁମନ୍ତ୍ର...
ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଯେଉଁ ସ୍ଥିତି ମୁଣ୍ଡ ଟେକି ସୁରକ୍ଷା ଏବଂ ଭ୍ୟାଲି ବାସିନ୍ଦାଙ୍କ ପ୍ରତି ବିପଦ ବଢ଼ାଇଛି
ବସ୍କୁ ପରିବର୍ତ୍ତନ କରାଯାଇ ଶ୍ରେଣୀଗୃହ କରାଯାଇଛି। ପିଲାମାନେ ପାଠ ପଢିବା ସହିତ ମନୋରଂଜନ ମଧ୍ୟ କରିବେ। ଏଥାରେ ଅଛି ଏୟାର କଣ୍ଡିସନ ଓ ଟିଭି ଦେଖିବାର ସୁବିଧା। ଲାଇବ୍ରେରୀ ସହିତ ଥିଏଟରର ସୁବିଧା ମିଳିବ।
ଆପତ୍ତିଜନକ ବୟାନ ଅଭିଯୋଗରେ ଦଳୀୟ କାର୍ଯ୍ୟନୁଷ୍ଠାନ
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୫ ମୃତଦେହ। ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଠକେଇ ମାମଲାରେ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଂଘମ (Assam Lady Singham) ଶେଷରେ ନିଜେ ଦୁର୍ନୀତି ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।
ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍ରେ ନନିହାଲ୍ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।
ପ୍ରଭାବଶାଳୀ ରାଜନେତାଙ୍କ ପୁଅ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ !
ପ୍ରଭାବଶାଳୀ ରାଜନେତାଙ୍କ ପୁଅ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ !
କାନପୁର ସାମ୍ପ୍ରଦାୟିକ ହିଂସା, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ବଏଲର ଫାଟି ୮ ମୃତ ।
ଗତ ଦୁଇ ଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି...
ଘରର ବୋହୂକୁ ସର୍ବସମ୍ମୁଖରେ ମାଡ଼ । ଝିଅ ଜନ୍ମ ହେବାରୁ ଶାଶୂଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି ।
ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ।
ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।
ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ।
ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।
ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ ।
୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।
ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।
ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...
ସରକାରୀ ଅଫିସ୍ରେ ଓସାମା ବିନ୍ ଲାଡେନ୍ଙ୍କ ଫଟୋ ରଖି ହରଡ ଘଣାରେ ବାବୁ। ପଚାରିଲେ କୁହନ୍ତି ସେ ତାଙ୍କ ଗୁରୁ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।