ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।
ଆଇଟି ରେଡ୍ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।
ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍ଲା କରିଛନ୍ତି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍କା ଲାଗିପାରେ।
ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି।
ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ ।
ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର
ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।
ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୭୫୦ ଟଙ୍କା ରହିଛି ।
ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।
ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା
ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରରେ ପ୍ରଧାନମନ୍ତ୍ରୀ କୌଣସି ପ୍ରକାର ନିବେଶ କରିନାହାନ୍ତି ।
୨୦୦୦ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ
ବିହାରରେ ନୂଆ ମହାମେଣ୍ଟ ସରକାର
ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ ।
ମେଣ୍ଟ ନେତା ନିର୍ବାଚିତ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି । ବିଜେପି କହିଲା ଧୋକା, ବୁଦ୍ଧି ଶିଖାଇବେ ଜନତା ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ କାହିଁକି ଝଟ୍କା ଦେଲେ ରାଜନୀତି ଧୂରନ୍ଦର ନୀତିଶ କୁମାର ? ରାଜନୀତି ବିଶ୍ଲେଷକଙ୍କ ମତରେ ବିଜେପିଠାରୁ ଜେଡିୟୁ ହଠାତ ଦୂରେଇ ଯିବା ପଛରେ ଏକାଧିକ କାରଣ ଦାୟୀ..
ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ ।
ଲତା ମଙ୍ଗେସ୍କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।
ବର୍ଷ ବର୍ଷ ଦୂରେଇ ରହିଲେ ସୁଦ୍ଧା ସ୍ନେହ, ପ୍ରେମର ବନ୍ଧନ ସେମିତି ଅତୁଟ ରହିଛି ।
ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।