• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Bharat Bandh Today
ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା

ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି।

Edible oil prices may go down
ସାଧାରଣଜନତାଙ୍କ ପାଇଁ ଆଉ ଏକ ଖୁସି ଖବର ! ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ !

ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍‌ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। 

For The First Time  Cancer Killing Virus Oncolytic Gets Human Trial
କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେବ ଭାଇରସ୍‌ ! ଆରମ୍ଭ ହେଲା ହ୍ୟୁମାନ୍‌ ଟ୍ରାଏଲ୍‌

କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି।

You can get access digilocker services on mygov helpdesk
କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ; ହ୍ୱାଟ୍ସଆପ୍‌ରେ ଡିଜିଟାଲ୍‌ ଲକର୍ ସେବା

କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି। MyGov କହିଛି ଯେ ବର୍ତ୍ତମାନଠାରୁ ଆପଣ ହ୍ୱାଟସ୍ ଆପ୍ ମାଧ୍ୟମରେ MyGov ହେଲ୍ପଡେସ୍କରେ ଡିଜିଲକର୍ ସେବା ବ୍ୟବହାର କରିପାରିବେ।

Terrorist Attack
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀଙ୍କ ପରିବାର ! ପୋଲିସ ଯବାନ ସହିଦ, ଝିଅ ଗୁରୁତର

ଗୁଳିମାଡ଼ ପରେ ସୈଫୁଲ ଓ ତାଙ୍କ ଝିଅଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ୭ ବର୍ଷୀୟ ଝିଅର ଡାହାଣ ହାତରେ ଗୁଳି ବାଜିଛି ।

Punjab CM
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଲେ ବହିଷ୍କାର

ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।

Vinai Saxena
ବିନୟ କୁମାର ସାକ୍‌ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ

ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ ।

Beggar
ଦିଲ୍‌ଦାର ଭିକାରୀ ! ଦେଖିପାରିଲେନି ପତ୍ନୀଙ୍କ ଦୁଃଖ, ଦେଲେ ୯୦ ହଜାର ଟଙ୍କାର ଉପହାର

ମଣିଷର ପରିସ୍ଥିତି କିଭଳି ରହିଛି ତାହା ପ୍ରେମ ପାଇଁ କିଛି ଫରକ ପକାଏ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଭିକ୍ଷୁକ ।

Sidhu
ଜେଲ୍‌ରେ ରୁଟି ଡାଲି ଖାଇଲେନି ସିଦ୍ଧୁ, ମେଡିକାଲରେ ହେଲେ ଭର୍ତ୍ତି

ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି ।

PM Modi impressed by a kid's fluency in Hindi in Tokyo
ଜାପାନୀ ବାଳକଙ୍କ ମୁହଁରେ ହିନ୍ଦୀ, ମୋଦି କହିଲେ- Waah ! କେଉଁଠୁ ତୁମେ ଶିଖିଲ ?

ଅଟୋଗ୍ରାଫ୍‌ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି ରିତ୍ସୁକିଙ୍କୁ ପ୍ରଶଂସା କରି କହିଥିଲେ, Waah! ହିନ୍ଦୀ ତୁମେ କେଉଁଠୁ ଶିଖିଲ ?  ଏତେ ଭଲ ଭାବରେ ତୁମେ ହିନ୍ଦୀ ଜାଣିଛ ?

Cloudy Sky
ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଜୋରରେ ବହିଲା ପବନ; ତା’ପରେ...

ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍‌ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।

This is PM Modi's fifth visit to Japan in the last 8 years, the MEA said.
ମୋଦିଙ୍କ ଜାପାନ ଗସ୍ତ; ଆମେରିକା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କ ସହ ହେବ ଦ୍ୱିପାକ୍ଷିକ ଚର୍ଚ୍ଚା

ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ...

Indian Army Honey Trapped
ହନିଟ୍ରାପ୍‌ରେ ପୁଣି ଜଣେ ଭାରତୀୟ ଯବାନ

ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।

Qutab Minar
କୁତବ ମିନାର ପରିସର ଖନନ ନେଇ ASIକୁ ନାହିଁ ଅନୁମତି, ସ୍ପଷ୍ଟ କଲେ ମନ୍ତ୍ରୀ

କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି ।

viral video
ଘରକୁ ପୁରୁଣା ସାଇକେଲ ଆଣିଲେ ବାପା : ମର୍ସିଡିଜ ବେଞ୍ଜ୍‌ ଗାଡ଼ି କିଣିବା ପରି ଖୁସିରେ ଗଦଗଦ୍‌ କୁନି ପୁଅ

ଅଝଟ କରୁଥିଲା କୁନି ପୁଅ, ପୁରୁଣା ସାଇକେଲ ଆଣି ପୁଅ ପାଇଁ ଖୁସି କିଣିଛି ଜଣେ ଗରିବ ବାପା

8 Dead In Road Accident In UP
ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: ୮ ମୃତ, ୩ ଗୁରୁତର

ଟ୍ରକ୍‌କୁ ପଛ ପଟୁ କାର୍‌ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Woman, 2 Daughters Found Dead In Delhi
ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ଦୁନିଆ ଛାଡ଼ିବା ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି ନୋଟ୍‌...

ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।

 Petrol Diesel Prices Today
ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।

tomato flu
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଛନକା

ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା। ଭୁବନେଶ୍ୱର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ଚିନ୍ତା ବଢ଼ିଛି।  ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି। 

Ujjwala Yojana beneficiaries
ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର

ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି।

petrol , disel
କମିଲା ତେଲ ଦର : ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ଓ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା 

Viral Video
ସଲାମ୍‌ ଆଈମା’ : ୱେଟଲିପ୍ଟିଂ କରି ନାତିକୁ ଚ୍ୟାଲେଞ୍ଜ କରୁଛନ୍ତି ୮୦ ବର୍ଷିୟ ମହିଳା

ଆଈ ମା’ କରୁଛନ୍ତି ୱେଟଲିପ୍ଟିଂ । ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

33 Killed In Lightning StrikesIn Bihar
ଆକାଶରୁ ଖସିଲା ମୃତ୍ୟୁ, ନେଇଗଲା ୩୩ ଜୀବନ

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।