Advertisment

ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌

ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି। ଅମରନାଥ ଯାତ୍ରା ପାଇଁ ଯବାନମାନେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bus Carrying 39 Security Force Personnel Falls Into River In Jammu And Kashmir

Bus Carrying 39 Security Force Personnel Falls Into River In Jammu And Kashmir

ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩୯ ଜଣ ସୁରକ୍ଷାକର୍ମୀ(୩୭ ଜଣ  ITBP ଯବାନ ଓ ୨ ଜଣ ଜମ୍ମୁ ଓ କାଶ୍ମୀର ପୋଲିସ୍‌କର୍ମୀ)ଙ୍କୁ ନେଇ ଯାଉଥିବା ଏହି ବସ୍‌ଟି ଜମ୍ମୁ ଓ କାଶ୍ମୀରରେ ନଦୀକୁ ଖସି ପଡ଼ିଛି। ଫଳରେ ୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ଥିବା ସୂଚନା ମିଳିଛି।

Advertisment

ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଯବାନମାନେ ଅମରନାଥ ଯାତ୍ରାରୁ  ଡ୍ୟୁଟି ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।  ୩୯ ଜଣ ସୁରକ୍ଷାକର୍ମୀ ଏକ ବସ୍‌ ଯୋଗେ ଚନ୍ଦନୱାରିରୁ ପହଲଗାମ ଯାଉଥିଲେ। 

Advertisment


— ANI (@ANI) August 16, 2022


— ANI (@ANI) August 16, 2022

Bus Accident Jammu And Kashmir ITBP Bus Accident
Advertisment
Advertisment