ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ: ଦୁଇ ଅଭିଯୁକ୍ତ କରାଚି ଓ ନେପାଳ ଯାଇଥିବା ସୂଚନା
ପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା....
ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମ୍ର ଲିଙ୍କ...
୧ରୁ ଲାଗୁହେବ ନୂଆ ଶ୍ରମ ଆଇନ। ଏଥିରେ ନିଯୁକ୍ତି ଦାତା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ।
ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ
ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।
ରାଜସ୍ଥାନ ଉଦୟପୁରରେ ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା ମାମଲାରେ ତଦନ୍ତ ପାଇଁ NIAକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ...
ସୁଟକେସରେ ପଶୁ ଚୋରା ଚାଲାଣ କରୁଥିଲେ , ବିମାନ ବନ୍ଦରରେ ଧରାପଡ଼ିଗଲେ ।
ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।
ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।
କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।
ମୃତ କହ୍ନେୟା ଲାଲ୍ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କହ୍ନେୟାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା।
ଆଜି କହ୍ନେୟା ଲାଲଙ୍କ ଅନ୍ତିମ ସଂସ୍କାର କରାଯାଉଛି । ତେବେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।
ହଠାତ୍ ଜଣେ ବୃଦ୍ଧା ବ୍ରିଜ୍ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ।
ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆରବ ସାଗରରେ ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରଟି କ୍ରାଶ୍ ହୋଇଯାଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।
ବିଲ୍ଡିଂ ଭାସିଯିବା ଭିଡିଓ ଏବେ ସୋସିଆଳ ମିଡିଆରେ ଭାଇରାଲ ହୋଇଛି ।
ବାପାଙ୍କୁ ହରାଇବା ପରେ ବି ନିକଟରେ ପାଇଲେ
ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ମିତ୍ର ରାଷ୍ଟ୍ର ମୁଖ୍ୟଙ୍କୁ କ’ଣ ଉପହାର ଦେଇଛନ୍ତି ମୋଦି ?
ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା। ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ।