ଦୁମ୍କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।
ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା।