• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ramnath Kovind
ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ

ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅନ୍ତିମ ଅଭିଭାଷଣ ରଖିବେ ରାମନାଥ କୋବିନ୍ଦ ।

WBSSC Scam
ନଗଦ ୨୧ କୋଟି ଟଙ୍କା ମନ୍ତ୍ରୀ ଆଣିଲେ କେଉଁଠୁ ?

ବନ୍ଦ କୋଠରୀ ଭିତରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଟିମ୍ କୋଟିଏ କି ଦୁଇ କୋଟି ନୁହଁ, ନଗଦ ୨୧ କୋଟି । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ କମିଶନ SSC ଦୁର୍ନୀତି ଲିଙ୍କ୍‌ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟି ଟଙ୍କା ।

Ramnath Kovind
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା

ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

President-elect Draupadi Murmu
ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।

 Uddhav Thackeray Vs Eknath Shinde Fight Over Sena
ଉଦ୍ଧବ-ଏକନାଥଙ୍କ ମଧ୍ୟରେ ଲଢ଼େଇ: କିଏ ନେବେ ଶିବସେନାର ନେତୃତ୍ୱ ?

ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍‌ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। 

Arpita Mukherjee
ଅର୍ପିତା ମୁଖାର୍ଜୀ କିଏ ? କାହିଁକି ତାଙ୍କ ଘରେ ଚଢ଼ଉ କଲା ED ? ପାର୍ଥଙ୍କ ସହ ତାଙ୍କର କି ସମ୍ପର୍କ ?

ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?

Teacher Job Scam Raid: Bengal Minister Partha Chatterjee Arrested
ସୁନ୍ଦରୀ ସହଯୋଗୀଙ୍କ ପାଇଁ ଫସିଗଲେ ମନ୍ତ୍ରୀ ! ସାରାରାତି ଜେରା ପରେ ବନ୍ଧା ହେଲେ

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାର ଦିନକ ପରେ ପାର୍ଥଙ୍କୁ ଗିରଫ କରାଯାଇଛି। 

Schedule for new President Droupadi Murmu’s oath ceremony
ଦିନକ ପରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ସଂସଦ ଭବନ ପରିସରରେ ୨୫ ଜୁଲାଇ ସକାଳ ୧୦ଟା ୧୪ ମିନିଟରେ ହେବ ପଦ ଓ ଗୋପନୀୟତାର ଶପଥପାଠ...

5 dead after Kanwar devotees from MP's Gwalior were mowed down by a truck
ଜଳଲାଗି ପାଇଁ ଯାଉଥିଲେ କାଉଡ଼ିଆ; ଚଢ଼ାଇଦେଲା ଟ୍ରକ୍‌

ଟ୍ରକ ଧକ୍କାରେ ୫ କାଉଡିଆଙ୍କ ମୃତ୍ୟୁ ୨ ଗୁରୁତର...

TMC Leader
ବାପ୍‌ରେ ବାପ୍‌ ଏତେ ଟଙ୍କା ! TMC ନେତାଙ୍କ ସମ୍ପର୍କୀୟ ଘରୁ ବାହାରିଲା ୨୦ କୋଟି ନଗଦ

ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।

Kejriwal
ମନିସ ସିସୋଦିଆଙ୍କୁ ଗରିଫ କରାଯିବ ବୋଲି ମୁଁ ଆଗରୁ ଜାଣିଛି: କେଜ୍ରିୱାଲ

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।

RIGHT TO ABORTION for unmarried women
ଗର୍ଭପାତକୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଗର୍ଭସ୍ଥ ଶିଶୁକୁ ଜନ୍ମ ଦେଇପାରିବେ ନାହିଁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। 

YouTuber Ends Life Jumped From Third Floor In Hyderabad
୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର, ମୃତ୍ୟୁ ପୂର୍ବରୁ ଅନ୍‌ଲାଇନ୍‌ରେ ସୁଇସାଇଡ୍‌ ନୋଟ୍‌ ପୋଷ୍ଟ୍‌

୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

CBSE 10th result
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Kissing Video Of Student Goes Viral
ଆପାର୍ଟମେଣ୍ଟରେ ଚାଲିଥିଲା Kiss ସିନ୍‌, ଅନ୍ୟମାନେ ଦେଖୁଥିଲେ...ଭିଡିଓ ଭାଇରାଲ୍‌

ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ର ଓ ଛାତ୍ରୀଙ୍କ କିସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଉଭୟ ଯୁବକ ଓ ଯୁବତୀ କଲେଜ ୟୁନିଫର୍ମରେ ଥିବାବେଳେ କିସ୍‌ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Senior Citizen Discount
ଭାରତୀୟ ରେଳବିଭାଗର ବଡ଼ ନିଷ୍ପତ୍ତି; ବରିଷ୍ଠ ନାଗରିକଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Draupadi Murmu
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ ମିଳିବ ଏହିସବୁ ସୁବିଧା..

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?

How much salary will Draupadi Murmu draw as the President of India - Watch to know
ରାଷ୍ଟ୍ରପତି ହେବା ପରେ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ?

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ? ଦେଖନ୍ତୁ ଏଇ ଭିଡ଼ିଓ

Indian Railway withdraws senior citizen discount - OTV report
ରେଲୱେର ବଡ଼ ନିଷ୍ପତ୍ତି: ଏଣିକି ବୟସ୍କଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Draupadi Murmu: From Councillor to 2nd woman President of India
ରାଷ୍ଟ୍ରପତି ଭାବେ ଅନେକ କ୍ଷେତ୍ରରେ ପ୍ରଥମ ହେଲେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ଅନେକର ପ୍ରଥମ...ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ କଲେ ରେକର୍ଡ...

IndiGo Flight Grounded In Patna After Bomb Hoax
ବିମାନବନ୍ଦରରେ ବୋମା ଆତଙ୍କ, ଯାଞ୍ଚ ପରେ ଜଣାପଡ଼ିଲା...

ପାଟନା ବିମାନବନ୍ଦରରେ ବୋମା ଆତଙ୍କ। ଏହା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତତ୍‌କ୍ଷଣାତ ବିମାନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

Draupadi Murmu
ଔପଚାରିକତା ଶେଷ, କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ; ଉପାନ୍ତ ମୟୂରଭଞ୍ଜର ଆଦିବାସୀ ଝିଅ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ

ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

Special story
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ କି କି ସୁବିଧା ?

ରାଷ୍ଟ୍ରପତିଙ୍କ ପାଇଁ ମୁତୟନ ଥାଆନ୍ତି ସ୍ୱତନ୍ତ୍ର ଗାର୍ଡ, ଯାହାଙ୍କୁ ପ୍ରେସଡେନ୍ସିଆଲ ଗାର୍ଡ କୁହାଯାଏ ।

President Election Result
ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଥିଲା, ଆଉ ଏବେ ସେଇ ସ୍ୱପ୍ନ ପୂରଣ ହୋଇଛି।