ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।
୨୦୨୧ ମସିହା କୋଭିଡ୍ ଲକଡାଉନ୍ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।
ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।
୨୦୧୧ରେ ଏହି ଘରକୁ US କନ୍ସୁଲେଟ୍ ରିଲୋକେଟ୍ କରିବାକୁ ଚାହିଁଲେ ଏବଂ ଲିଜ୍ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।
ୱାୟନାଡ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତରଙ୍କ ମିଳିଲା ମୃତଦେହ । ଆସନ୍ତାକାଲି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଆସନ୍ତୁ ଜାଣିବା ଆୟକର ଦାଖଲ କରିନଥିବା ବ୍ୟକ୍ତିଙ୍କ ପାଇଁ କ’ଣ ରହିଛି ପଦକ୍ଷେପ …
ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...
ତେବେ ଏହି LED ବଲ୍ବ ବଣ୍ଟନରେ ଅନେକ ବଡ଼ ରାଜ୍ୟ କାହିଁକି ପଛରେ ଅଛନ୍ତି ଓ ଏହାକୁ ଆଗକୁ ନେବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।
NPCI କହିଛି ଯେ ସି-ଏଜ୍ ଦ୍ୱାରା ସେବା ପାଉଥିବା ବ୍ୟାଙ୍କଗୁଡିକର ଗ୍ରାହକମାନେ ଏହି ସମୟରେ ପେମେଣ୍ଟ ସିଷ୍ଟମ ବ୍ୟବହାର କରିପାରିବେ ନାହିଁ ।
୨୦୦୪ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ ।
ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
କେରଳ ପରେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ସିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା। ଏଥିରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୩୦ ଜଣ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ SDRF, NDRF ଟିମ୍ ନିୟୋଜିତ ।
ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଅଂଶୁମାନ ଗାଏକ୍ବାଡଙ୍କ ଦେହାନ୍ତ । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିସିସିଆଇ ପକ୍ଷରୁ ଶୋକପ୍ରକାଶ ।
କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ଚେଲିୟାର ନଦୀରୁ ମିଳିଲାଣି ୮୦ରୁ ଅଧକ ମୃତଦେହ । ଏବେବି ୧୯୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏପେଟ ୱାଏନାଡ ଭୂସ୍ଖଳନରେ ଜଣେ ଓଡ଼ିଆ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡାକ୍ତର ନିଖୋଜ ଅଛନ୍ତି ।
ଚାଷୀମାନେ ପଞ୍ଜିକରଣ କରିବା ଲାଗି ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟର କୃଷି ବିମାନ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।
୨ ଶହ ମୁହାଁ ହେଲାଣି କେରଳ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା । ଏବେ ବି ଶତାଧିକ ଲୋକ ଧସିଥିବା ପାହାଡ଼ ତଳେ ଚାପି ହୋଇ ରହିଛନ୍ତି, ବନ୍ୟାରେ ଭାସି ନିଖୋଜ ଅଛନ୍ତି।
ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମାତ୍ର ୨୨ ବର୍ଷରେ କୋଟିପତି ବ୍ୟବସାୟୀ । ୨୦୦ ଟଙ୍କାରେ ଆରମ୍ଭ କରିଥିଲେ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ ।
କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କେରଳରେ ପ୍ରକୃତିର ତାଣ୍ଡବ । ବଢୁଛି ମୃତ୍ୟୁସଂଖ୍ୟା । ଭୂସ୍ଖଳନରେ ଫସି ରହିଛନ୍ତି ଶତାଧିକ ଲୋକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ଭାରତ ପାଇଁ ମନୁ ଆଣିଲେ ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ସୁଟିଂ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ।