• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Airline Vistara

Vistara Airlines
ଖୁବଶୀଘ୍ର ବନ୍ଦ ହୋଇଯିବ ଏହି ବିମାନର ଟିକେଟ ବୁକିଂ, ଏୟାର ଇଣ୍ଡିଆ ସହ ହେବ ମିଶ୍ରଣ

ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀର ନିଷ୍ପତ୍ତି ।

Airport
କୁଆପଥର ମାଡ଼ରେ ଚେପା ହେଲା ବିମାନ

କୁଆପଥର ମାଡ଼ରେ ଭାଙ୍ଗିଲା ବିମାନର ୱିଣ୍ଡ ସିଲ୍ଡ । ଚେପା ହେଲା ସମ୍ମୁଖ ଭାଗ । ଉପାୟ ନପାଇ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଦିଲ୍ଲୀ ଅଭିମୁଖେ ଦିନ ଗୋଟାଏ ୪୫ରେ ଉଡ଼ାଣ ଭରିବା ପରେ, କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହେବାରୁ ୧୦ ମିନିଟ୍ ପରେ ପୁଣି ଭୁବନେଶ୍ୱରକୁ ଫେରିଥିଲା ଏହି ବିମାନ।

Vistara flight
ଟେକ୍‌ଅପ୍‌ ବେଳେ ମାଡ଼ ହେଲା କୁଆପଥର; ଏମରଜେନ୍ସି ଲ୍ୟାଣ୍ତିଂ କଲା ଭିସ୍ତାରା

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍‌ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।