• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold rate today
Today Gold Price - 15th Sept : ଆଜିବି କମିଛି ସୁନା ଦର, ଜାଣନ୍ତୁ କେତେ ଅଛି ସୁନାର ଦାମ

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୫୦୦ ରହିଛି।

tragic story
ମା’ ଆଖି ସାମ୍ନାରେ ଦୁଇ ଝିଅଙ୍କୁ ଘରୁ ଘୋଷାଡ଼ି ନେଲେ, ତା’ପରେ ମାରି ଝୁଲାଇଦେଲେ

ଦୁଇ ଝିଅଙ୍କୁ ଅପହରଣ କରି ମାରି ଟାଙ୍ଗି ଦିଆଯାଇଥିବା କହିଲେ ମା

  • Thursday, 15 September 2022
  • Murder
Alia Bhatt reacts on the post of Mumbai police as brahmastra reference
ଟ୍ରାଫିକ୍ ସଚେତନତା ପାଇଁ ମୁମ୍ବାଇ ପୋଲିସ୍ ନେଲା ‘ବ୍ରହ୍ମାସ୍ତ୍ର’ର ସାହାରା

ବଲିଉଡ୍‌ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍‌ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।

‘Congress Chhodo Yatra’ begins
'କଂଗ୍ରେସ ଛାଡ଼ ଯାତ୍ରା': ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

E-Vehicles
ଇ-ଭେଇକିଲ୍‌ କିଣି ଫସିଗଲେ କି ଗ୍ରାହକ ?

ସିକନ୍ଦରାବାଦ୍ ଘଟଣା ପରେ ଇଲେକ୍ଟ୍ରିକ୍‌ ଯାନର ନିରାପତ୍ତାକୁ ନେଇ ଉଙ୍କି ମାରୁଛି ନାନା ପ୍ରଶ୍ନ ।

 free travel in tejas train for central employees
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏହି ଟ୍ରେନ୍‌ରେ କରିବେ ମାଗଣା ଯାତ୍ରା

ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଏହି ଖବର ଶୁଣି ନିଶ୍ଚୟ ଖୁସି ହୋଇଯିବେ। କେନ୍ଦ୍ରୀୟ କର୍ମଚାରୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। କେନ୍ଦ୍ରୀୟ କର୍ମଚାରୀମାନେ ମାଗଣାରେ ଯିବା ଆସିବା କରିବାର ବ୍ୟବସ୍ଥା କରିଛନ୍ତି। କିଛି ଦିନ ତଳେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଆପଣ ତେଜସ୍‌ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ।

Droupadi Murmu
ରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ସହ ଶୋକବ୍ୟକ୍ତ କରିବେ।

 Elevator Crash In Ahmedabad
ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ୭ ମହଲାରୁ ଛିଣ୍ଡି ପଡ଼ିଲା ଲିଫ୍ଟ, ୮ ମୃତ

ଏକ ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଛିଣ୍ଡି ପଡ଼ିବା ଯୋଗୁ ଏହି ଅଘଟଣ ଘଟିଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲିଫ୍ଟରେ ବିଲ୍ଡିଂର ୭ମ ମହଲାରୁ ଗ୍ରାଉଣ୍ଡ୍‌ ଫ୍ଲୋର୍‌କୁ ଆସୁଥିଲେ।

India-China Dispute
ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ?

ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ସେହି ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା। 

thalassaemia, blood cancer detected urvish passed neet
୩ ମାସରେ ଥାଲାସେମିଆ, ୬ ମାସରେ ବ୍ଲଡ କ୍ୟାନ୍ସର, ତଥାପି ପାସ୍ କଲେ ନିଟ୍‌ ପରୀକ୍ଷା

୩ ମାସର ହୋଇଥିଲେ ସେତେବେଳେ ଜଣାପଡ଼ିଥିଲା ସେ ଥାଲାସେମିଆ ଆକ୍ରାନ୍ତ । ପରିବାର ଲୋକେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ତାଙ୍କୁ ଯେତେବେଳେ ୬ ମାସ, ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଥିଲେ ସେ ରକ୍ତ କର୍କଟରେ ଆକ୍ରାନ୍ତ। ୭ ବର୍ଷ ବୟସରେ ବୋନ ମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ। ତଥାପି ହାରି ନ ଥିଲେ। ଶେଷରେ ମିଳିଲା ସଫଳତା।

Today Gold Price
Today Gold Price - 14th Sept : କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ସୁନାର ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୭୫୦ ରହିଛି।

Special story
ଆସିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ଯନ୍ତ୍ରଣାରେ ଛଟପଟ ଯୁବକ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ଜେସିବିରେ ହସ୍ପିଟାଲ ନେଇଗଲେ ସ୍ଥାନୀୟ ଲୋକ ।

Bus Falls Into Gorge In J&K
ଭୟଙ୍କର ଦୁର୍ଘଟଣା: ଖାଇକୁ ଖସିଲା ବସ୍‌, ଚାଲିଗଲା ୧୧ ଜୀବନ

ବସ୍‌ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍‌ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।

26 Medicines Drops From  Essential Medicines List
ଏସବୁ ମେଡିସିନ୍‌ ଖାଉଥିଲେ ସାବଧାନ ! ! ! ହୋଇପାରେ କ୍ୟାନ୍ସର...

ଗୋଟିଏପଟେ କିଛି ନୂଆ ମେଡିସିନ୍‌କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଅନ୍ୟପଟେ ଗ୍ୟାସ୍‌ ଜନିତ ସମସ୍ୟା ଦୂର କରିବା ଭଳି ମେଡିସିନ୍‌ Ranitidine ଇତ୍ୟାଦିକୁ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରୁ ବାଦ୍‌ ଦିଆଯାଇଛି।

Special story
ନେହୁରା ହେଉଥିଲେ ଚାରି ସାଧୁ, ହେଲେ କେହି ଶୁଣିଲେନି . . ନିର୍ଧୁମ ମାଡ଼ ମାରିଲେ . . .

ବିନା ଦୋଷରେ ଚାରି ସାଧୁ ବାବାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଜନତା ।

BJP Protest In Kolkata
ପଶ୍ଚିମବଙ୍ଗରେ ବିଜେପିର ହଲ୍ଲାବୋଲ ! କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ବେଙ୍ଗଲ ପୋଲିସ

ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।

journalist Siddique Kappan
ବହୁ ଚର୍ଚ୍ଚିତ ସାମ୍ବାଦିକ ସିଦ୍ଦିକ୍‌ କପ୍ପନଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ଜାମିନ, ତଥାପି ରହିବେ ଜେଲ୍‌ରେ

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲା ପରେ କପ୍ପନଙ୍କୁ ଗିରଫ କରାଯାଇଥିଲା ।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

contract papers signed  by grooms friends
ବିବାହ ପୂର୍ବରୁ ବର ସାଙ୍ଗ ରଖିଲେ ଅଜବ ଚୁକ୍ତି...ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ ନବବଧୂ

ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା।  ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।

Eknath Shinde
ଜଳି ଯାଉଥିଲା ଗାଡ଼ି; କାରକେଡ୍‌ ଅଟକାଇ ଜୀବନର ମୂଲ୍ୟ ବୁଝାଇଲେ ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦାମୀ କାର୍‌ଠୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଜଣେ ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Bihar Minister Calls Himself
ମନ୍ତ୍ରୀ କହିଲେ- ‘ଆମ ଡିପାର୍ଟମେଣ୍ଟରେ ଅନେକ ଚୋର ଅଛନ୍ତି, ମୁଁ ସେମାନଙ୍କ ସର୍ଦ୍ଦାର’

କୃଷିମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛନ୍ତି, ହେଲେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି।’

gold price today
Today Gold Price - 13th Sept : ଜାଣନ୍ତୁ ଆଜିର ସୁନା ମୂଲ୍ୟ କେତେ ରହିଛି

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୦୦ ରହିଛି।

Delhi CM Arvind-kejriwal
ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରି ଭୋଜନ କଲେ ମୁଖ୍ୟମନ୍ତ୍ରୀ

ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।

 Fire Breaks Out In Electric Scooter Showroom In Hyderabad
ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

BDO gives Free Coaching for Civil Service Exam
ବିଡିଓ ହେବ ତ ଏମିତି: IAS-OAS ପରୀକ୍ଷା ପାଇଁ ପିଲାଙ୍କୁ ଦେଉଛନ୍ତି ମାଗାଣା କୋଚିଂ

ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।