ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କମିଲା ସୁନା ଦର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୦୦ ଟଙ୍କା ରହିଛି ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଶିବସେନାର ଉଦ୍ଧବ ଠାକ୍ରେ ଗୋଷ୍ଠୀଙ୍କୁ ଗତକାଲି ମଶାଲ ଚିହ୍ନ ମିଳିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଖଣ୍ଡା ଓ ଢାଲ ଚିହ୍ନ ମିଳିଛି।
ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଏନେଇ ଓଡ଼ିଶା ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା।
ପ୍ରଶାସନ ବି ଡିଜିଟାଲ ଦୁନିଆ ସହ ପାଦ ମାଳାଇ ଚାଲୁଥିବା ଦେଖାଯାଇଛି ।
ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।
ସରପଞ୍ଚ ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏ ପ୍ରତିଶ୍ରୁତି ପଢିଲେ ଆପଣଙ୍କ ହୋଶ ଉଡିଯିବ।
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।
କମିଲା ସୁନା ଦର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୫୦ ଟଙ୍କା ରହିଛି ।
ଅମିତାଭ ଏମିତି ଜଣେ ଅଭିନେତା ଯାହାଙ୍କୁ ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଦେବତା ପରି ମାନନ୍ତି। ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି କରିଛନ୍ତି। ଖାଲି ଦେଶ ନୁହେଁ, ବିଦେଶରେ ବି ବେଶ ପପୁଲାର ଅମିତାଭ। ଏତେ ସମ୍ମାନ, ଭଲ ପାଇବା ପାଇ ବି ଅମିତାଭ କେତେ ସରଳ ତାହା ତାଙ୍କ ଜନ୍ମଦିନରେ ପ୍ରମାଣିତ ହୋଇଛି।
କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି କୁମ୍ଭୀରର ମୃତ୍ୟୁ ଘଟିଛି।
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ସେଠାରେ ଆଜି ହେବ ତାଙ୍କର ଶେଷକୃତ୍ୟ।
ଆଜି ବିଗ୍ ବି ଅମିତାଭଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।
ଅମତାଭ ବଚ୍ଚନ, ଗ୍ଲାମର ଦୁନିଆର ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ?
୧୦ ଥରର ବିଧାୟକ...୭ ଥରର ସାଂସଦ......ଏମିତି ଥିଲା ତାଙ୍କର ରାଜନୈତିକ କ୍ୟାରିଅର
ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।
ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ ।
ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।
ଅଧିକାଂଶ କେସ୍ରେ ହଜି ଯାଇଥିବା ଫୋନ୍ ଆଉ ମିଳେ ନାହିଁ। ତେଣୁ ଏଭଳି ସ୍ଥିତିରେ ଫୋନ୍ର ଡାଟା ଡିଲିଟ୍ କରିବା ଅତ୍ୟନ୍ତ ଜରୁରୀ। ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତୁରନ୍ତ ଆପଣ କିଛି ପଦକ୍ଷେପ ଗ୍ରହଣ ନକରନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୪୫୦ ଟଙ୍କା ରହିଛି ।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଲାୟମଙ୍କ(Mulayam Singh Yadav) ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।